Latest Odisha News

BREAKING NEWS

Browsing Tag

raj kundra

ବଢୁଛି ରାଜ୍‌ଙ୍କ ଅଡୁଆ; ମୁହଁ ଖୋଲିବେ କମ୍ପାନୀର କର୍ମଚାରୀ

ମୁମ୍ବାଇ: ବଢିପାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ। କାରଣ ତାଙ୍କ କମ୍ପାନୀର ୪ଜଣ କର୍ମଚାରୀଙ୍କ ନାଁ ଅଶ୍ଳୀଳ ଭିଡିଓ ମାମଲାରେ ପ୍ରମୁଖ ସାକ୍ଷୀ ଭାବରେ ସାମ୍‌ନାକୁ ଆସିଛି। ଜୁଲାଇ ୧୯ରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ…

ଖୋଲୁଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫିକ କାରନାମା, ବନ୍ଧା ହେଲେଣି ୧୧ ଜଣ

ମୁମ୍ବାଇ : ଖୋଲୁଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣୋଗ୍ରାଫିକ କାରବାର କୁହୁକ ପେଡି । ତଦନ୍ତ ଯେତିକି ଆଗକୁ ବଢୁଛି, ଗୋଟିଏ ପରେ ଗୋଟିଏ ରହସ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଅନ୍ୟପଟେ ମୁମ୍ବାଇର ଅନ୍ଧେରୀ ଓ୍ବେଷ୍ଟସ୍ଥିତ…

୨୭ ଯାଏ ପୋଲିସ ହାଜତରେ ରାଜ୍‌

ନୂଆଦିଲ୍ଲୀ: ୨୭ ଯାଏ ପୋଲିସ ହାଜତରେ ରହିବେ ରାଜ କୁନ୍ଦ୍ରା। ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପୋଲିସ୍ ହେପାଜତକୁ ବୃଦ୍ଧି କରାଯାଇଛି। ଜୁଲାଇ ୨୭ ଯାଏ ପୋଲିସ ହାଜତରେ ଦିନ କାଟିବେ ରାଜ କୁନ୍ଦ୍ରା। ଜୁଲାଇ ୧୯ରେ ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ ମାମଲାରେ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ…

ତଦନ୍ତରେ ସହଯୋଗ କରୁନାହାନ୍ତି ରାଜ୍‌; ବଢିପାରେ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ପର୍ଣ୍ଣ ରାକେଟ୍‌ ମାମଲାରେ ପୋଲିସ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀଙ୍କୁ ହେପାଜତ ରଖିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାଜଙ୍କ ରିମାଣ୍ଡ ଅବଧି ପୁଣି ବଢିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ପୋଲିସ ତଦନ୍ତରେ ରାଜ ଆଦୌ ସହଯୋଗ କରୁ…

୨୩ ଯାଏ ପୋଲିସ ହେପାଜତରେ ରାଜ୍‌

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ୍ ମାଧ୍ୟମରେ ପ୍ରକାଶନ ମାମଲାରେ ବଲିଉଡ ଅଭିନେତୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ରିୟାନ ଥରପ୍‌ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ପଠାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଜୁଲାଇ ୨୩…

ହ୍ୱାଟ୍‌ସଆପ୍‌ ଚାଟ୍‌ ଖୋଲିଲା ରାଜ୍‌ଙ୍କ ଗୁମର

ମୁମ୍ବାଇ: ଅଶ୍ଳୀଳ ଭିଡିଓ ଓ ଫିଲ୍ମ ନିର୍ମାଣ କରୁଥିବା ଓ ଏଥିପାଇଁ ଆକ୍ଟରମାନଙ୍କୁ ବଳପୂର୍ବକ ଭାବେ ବାଧ୍ୟ କରୁଥିବା ଅଭିଯୋଗରେ ଗତକାଲି ବିଳମ୍ବତ ରାତିରେ ପ୍ରତିଷ୍ଠିତ ବ୍ୟବସାୟୀ ରାଜକୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ୍‌ ବ୍ରାଞ୍ଚ ଶାଖା ଗିରଫ କରିଛି। ଆଜି କ୍ରାଇମ୍‌ ବ୍ରାଞ୍ଚ…

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ତାଙ୍କ ସହକର୍ମୀ ସୌରଭ କୁଶୱାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଅଭିଯୋଗ କରିଛନ୍ତି। ପୁନମ ପାଣ୍ଡେ ଅଭିଯୋଗ କରିଛନ୍ତି ଯେ ରାଜ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ତାଙ୍କ…