Latest Odisha News

BREAKING NEWS

ନଭେମ୍ବର ୨୦୨୦ ମାମଲା; ରାଜ୍‌ଙ୍କ ଜାମିନ ଆବେଦନ ଖାରଜ କଲେ ମୁମ୍ବାଇ କୋର୍ଟ

ମୁମ୍ବାଇ: ନଭେମ୍ବର ୨୦୨୦ରେ ସାଇବର କ୍ରାଇମ ପୋଲିସ ଦ୍ବାରା ପଞ୍ଜୀକୃତ ହୋଇଥିବା ଏକ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଜାମିନ ଆବେଦନକୁ ମୁମ୍ବାଇର କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।

BjdElectrycity

୨୦୨୦ରେ, ସାଇବର କ୍ରାଇମ୍ ଶାଖା ଅବସରପ୍ରାପ୍ତ କଷ୍ଟମ୍ସ ଅଧିକାରୀଙ୍କ ଅଭିଯୋଗକୁ ଆଧାର କରି ଅଶ୍ଳୀଳ ବିଷୟବସ୍ତୁ ପାଇଁ ୧୪ ଓଟିଟି ପ୍ଲାଟଫର୍ମ ଏବଂ ୱେବ୍ ପୋର୍ଟାଲ ବିରୁଦ୍ଧରେ ଏକ ଏଫ୍ଆଇଆର୍‌ ପଞ୍ଜୀକୃତ କରିଥିଲା।

ବର୍ତ୍ତମାନ ଅଶ୍ଳୀଳ ଭିଡିଓ ରାକେଟ୍‌ ସଂପର୍କରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଦ୍ୱାରା ଯାଞ୍ଚ କରାଯାଇଥିବା ଏକ ପୃଥକ ମାମଲାରେ ରାଜ୍‌ଙ୍କ ଜାମିନ ଆବେଦନ ଅଗଷ୍ଟ ୨୦ ରେ ଶୁଣାଣି ହେବ।

Leave A Reply

Your email address will not be published.