Latest Odisha News
Browsing Tag

Raja Utsav

ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜକଳା ମଣ୍ତପରେ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଉଦଯାପିତ ହୋଇଛି । ଏହି ଉପଲକ୍ଷେ ବିଭାବରୀ ଫ୍ୟାଶନ ପକ୍ଷରୁ ଓଡିଆଣୀ ବେଶଭୂଷା ଉପରେ ସୁନ୍ଦର ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ବିଭାବରୀ ଫ୍ୟାଶନ ପକ୍ଷରୁ…

ମହକହୀନ ରଜ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ରଜ ଛୁଟିରେ ବାପାଙ୍କ ସହିତ ଗାଁ’କୁ ବୁଲିବାକୁ ଗଲେ ସାରା ପରିବାର । ଆଜିକାଲି ଗାଁ’ରେ ତ ଘରେ ଘରେ କେବୁଲ୍ ଟିଭି । ଗାଁ’ରେ ପିଲାମାନେ ଟିଭିରେ ତାଙ୍କ ପ୍ରିୟ ସିରିଏଲ୍ ଦେଖିବାରେ ବ୍ୟସ୍ତ ରହିଲେ ଓ ମୋବାଇଲ୍‌ରେ ମୁହଁ ପୁରେଇ ସମୟ…

ରଜ ସଂକ୍ରାନ୍ତି: କାହିଁକି ଓ କିପରି ପାଳିତ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ଭାରତର ବିଭିନ୍ନ ରାଜ୍ୟ ଯଥା ଆସାମ ଆଦି ରାଜ୍ୟରେ ମଧ୍ୟ ଏହି ରଜ ପର୍ବ ଭିନ୍ନ ଭାବରେ ପାଳିତ ହଉଥିଲେ ମଧ୍ୟ ଏହା ମୁଖ୍ୟତଃ ଏକ ଓଡିଆ ପର୍ବ । ଉପକୂଳବର୍ତ୍ତୀ ଜିଲ୍ଲାରେ ଏହା ସର୍ବତ୍ର ପାଳିତ ହଉଥିଲେ ମଧ୍ୟ ଅବିଭକ୍ତ ସମ୍ବଲପୁର , କଳାହାଣ୍ଡି , କୋରାପୁଟ, ବଲାଙ୍ଗିର , କେନ୍ଦୁଝର…

ତଥାପି ଆସୁଛି ରଜ…

ତଥାପି ଆସୁଛି ରଜ... ସୁସ୍ମିତା ମହାପାତ୍ର ଗଜରାଜ ଡାକରାରେ ଆଉ ଆସୁନାହିଁ ରଜ, ଆସୁନାହିଁ ଆଷାଢର ଓଦା ପଣତରେ ସରସର ଭିଜିବାକୁ, ପୋଡ଼ପିଠା ମହକରେ ମହକିବାକୁ ଅଥବା ବାହିବାକୁ ବାଉଁଶ ଦୋଳିର କାତ, ଆସୁନାହିଁ ରଜ । ନାହିଁ ଆଜି ଅତୀତ ମଉସୁମୀର ସେ ମତୁଆଲା ପରଶ,…

ଆସୁଛି ରଜ ହୋଇ ସଜବାଜ…

ଆସୁଛି ରଜ ହୋଇ ସଜବାଜ... ସୁଶାନ୍ତ କୁମାର ନନ୍ଦ ମେଘ ରାଇଜରୁ ବରଷା ଆସିବ ଡାକ ଆଜି ଦେଖ ଦେଲାଣି ଗିରିଷିମ ଏବେ ବାହୁଡ଼ିବ ବୋଲି ସଜବାଜ ପରା ହେଲାଣି । ଏତିକି ବେଳକୁ ଓଡ଼ିଆ ଘରକୁ ଆସିଗଲା ଦେଖ କିଏରେ, ଘରେ ଘରେ ବାସେ କେତେ ପିଠା ପଣା ବଡ଼ ପରବଟେ ସିଏରେ । ଗାଁ ଆମ୍ବ ତୋଟା…