ଉପବାଚସ୍ପତି ରଜନୀକାନ୍ତ ସିଂହ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଅସୁସ୍ଥ ହୋଇ ଗୁରୁବାର ଦିନ କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି ।
ମିଳିଥିବା ସୂଚନାନୁଯାୟୀ ତାଙ୍କୁ ପ୍ରଦାନ କରାଯାଇଥିବା ନୂଆ ବଙ୍ଗଳାରେ ରଜନୀକାନ୍ତ ଥିବାବେଳେ କୌଣସି କାରଣ ବଶତଃ ଆଜି ସକାଳେ ତାଙ୍କର ଗୋଡ…