Latest Odisha News

BREAKING NEWS

Browsing Tag

ranveer singh

ଦୀପିକାଙ୍କଠାରୁ ଅଲଗା ହେଉନାହାଁନ୍ତି ରଣଭୀର ସିଂ, କହିଲେ ‘ମାଇ କୁଇନ’

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣଭୀର ସିଂଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ଖବର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ନିକଟରେ ଉଭୟଙ୍କ ସମ୍ପର୍କ ଅଲଗା ହେବା ନେଇ ସୋସିଆଲ ମିଡିଆରେ ଖବର ଭାଇରାଲ ମଧ୍ୟ ହୋଇଥିଲା। ଯାହାକୁ ନେଇ ଫ୍ୟାନ୍ସ ଆଚମ୍ବିତ ହୋଇଥିଲେ। କିନ୍ତୁ ଏବେ ପୁଣିଥରେ…

ରଣବୀରଙ୍କ ପୋଷାକ ଫିଙ୍ଗିଦେଉଥିଲେ ଦୀପିକା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପତି ରଣବୀର ସିଂଙ୍କ ପୋଷାକ ଫିଙ୍ଗିଦିଅନ୍ତି । ତାଙ୍କୁ ଯେଉଁ ପୋଷାକ ପସନ୍ଦ ଆସେନି, ଏଣୁ ତେଣୁ କହି ଫିଙ୍ଗିଦିଅନ୍ତି । ହେଲେ ଏବେ ଆଉ ଏମିତି କରୁନାହାନ୍ତି । ନୂଆନୂଆ ହେଉଥିଲା । ବିବାହ ପରେ ରଣବୀର-ଦୀପିକା ଯେବେଠୁ ଏକାଠି ରହୁଥିଲେ ।…

ଧୋନି ‘ମାଏ ଜାନ୍‌’….

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂ ଏବଂ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବ୍ରୋମାନ୍ସ ଇଣ୍ଟରନେଟରେ ହିଟ୍‌ କରିଛି। ଇଣ୍ଟରନେଟ୍‌ ବ୍ୟବହାରୀଙ୍କ ହୃଦୟ ଜିତୁଛି ରଣବୀର ଓ ଧୋନିଙ୍କ ଏପିକ୍‌ ବ୍ରୋମାନ୍ସ। ନିକଟରେ ମୁମ୍ବାଇରେ ଚାଲିଥିବା ଅଲ୍ ଷ୍ଟାର୍ସ ଫୁଟବଲ୍…

ଆସୁଛି ଫିଲ୍ମ ସର୍କସ, ଅଦ୍ଭୁତ କିର୍ଦାରରେ ରଣବୀର ସିଂ !

ମୁମ୍ବାଇ: ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ ଡେଟ୍‌କୁ ଚାହିଁବସିଛନ୍ତି ନିର୍ଦ୍ଦେଶକ ରୋହିତ ସେଟ୍ଟି । ତେବେ ଏହି ଫିଲ୍ମଟି ରିଲିଜ ନ ହେଉଣୁ ଆଉ ଏକ ପ୍ରୋଜେକ୍ଟରେ ରୋହିତ ସାମିଲ ହୋଇଛନ୍ତି । ଏଥିରେ ଲିଡ୍ ରୋଲ୍‌ରେ ନଜର ଆସିବେ ରଣବୀର ସିଂ ।…

‘୮୩’ର ଫଟୋ ଶେଆର କଲେ ରଣବୀର, ଲୁକ ଦେଖି ଛୁଟିଲା ପ୍ରଶଂସାର ସୁଅ

ମୁମ୍ବାଇ: ସମ୍ନାକୁ ଆସିଛି ଅଭିନେତା ରଣବୀର ସିଂହଙ୍କ ଆଗାମୀ ଫିଲ୍ମ ‘୮୩’ର ଲୁକ୍‌ । ନିଜ ଜନ୍ମଦିନ ଅବସରରେ ରଣବୀର ଏହାକୁ ସୋସିଆଲ ମିଡିଆରେ ନିଜେ ଶେଆର କରିଛନ୍ତି । ଏହି ଫିଲ୍ମରେ ରଣବୀର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ଚରିତ୍ରରେ ନଜର ଆସିବେ । ଫିଲ୍ମର ପ୍ରଥମ ପୋଷ୍ଟରରେ ରଣବୀର…

ଶାହରୁଖଙ୍କୁ ହଟେଇ ଡନ୍‍ ସାଜିବେ ରଣବୀର!

ମୁମ୍ବାଇ : ପ୍ରଥମେ ଅମିତାଭ, ତାପରେ ଶାହାରୁଖ ଆଉ ଏବେ ରଣବୀର ସିଂ । ସୁଟିଂ ହେବାକୁ ଅଛି ସୁପରହିଟ୍ ଫିଲ୍ମ ‘ଡନ-୩’ । ୧୯୭୮ ମସିହାରେ ପ୍ରଥମେ ଏହାର ନିର୍ମାଣ କରାଯାଇଥିଲା । ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା ସୁପର ଷ୍ଟାର ଅମିତାଭ ବଚ୍ଚନଙ୍କୁ । ୯୦ ଦଶକର ଏହି ଫିଲ୍ମ ଦର୍ଶକଙ୍କ…