Latest Odisha News

BREAKING NEWS

Browsing Tag

Revenue Collection

ନଭେମ୍ବର ମାସରେ ଜିଏସଟି ସଂଗ୍ରହରେ ବୃଦ୍ଧି, ୬% ବଢି ସଂଗ୍ରହ ହେଲା ୧.୦୩ ଲକ୍ଷ କୋଟି ଟଙ୍କା

ଭୁବନେଶ୍ୱର: ଦ୍ରବ୍ୟ ଓ ସେବା କର (ଜିଏସଟି) ସଂଗ୍ରହ ନଭେମ୍ବର ମାସରେ ବଢି ଗତ ତିନିମାସ ପରେ ଏହା ଏକ ଲକ୍ଷ କୋଟି ସଂଗ୍ରହ ଟପିଲା | ଏକ ବର୍ଷ ପୂର୍ବେ ଏହି ମାସ ତୁଳନାରେ ଛଅ ପ୍ରତିଶତ ବଢି ୧.୦୩ ଲକ୍ଷ କୋଟି ଟଙ୍କା ହୋଇଛି | ଏହା ପୂର୍ବ ମାସ ଅକ୍ଟୋବରରେ ଜିଏସଟି ସଂଗ୍ରହ ୯୭,୬୩୭ କୋଟି…

୨୦୧୯-୨୦ ଆର୍ଥୀକ ବର୍ଷରେ ୪୫,୫୦୦ କୋଟି ରାଜସ୍ୱ ସଂଗ୍ରହ ଓଡିଶାର ଲକ୍ଷ୍ୟ

ଭୁବନେଶ୍ୱର: ଓଡିଶା ସରକାର ୨୦୧୯-୨୦ ଆର୍ଥୀକ ବର୍ଷରେ ପ୍ରାୟ ୪୫,୫୦୦ କୋଟି ରାଜସ୍ୱ ସଂଗ୍ରହ କରିବା ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ ନରଞ୍ଜନ ପୁଜାରୀ ସୋମବାର ଦିନ ବିଧାନସଭାରେ କହିଛନ୍ତି । ଗୃହର ପ୍ରଶ୍ନକାଳ ସମୟରେ ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ୨୦୧୯ ମସିହା ଜୁନ୍ ମାସ…