୧୫ କୋଟି ଟଙ୍କା ଜୋରିମାନା ଭରିବେ ମୁକେଶ ଅମ୍ବାନୀ; ଆରପିଏଲ୍ ମାମଲା
ନୂଆଦିଲ୍ଲୀ: ମାର୍କେଟ ରେଗୁଲେଟର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI)ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍) ସହିତ ଅନ୍ୟ ଦୁଇଟି କମ୍ପାନୀକୁ ଜରିମାନା କରିଛି। ନଭେମ୍ବର ୨୦୦୭ରେ ରିଲାଏନ୍ସ…