କୋରାପୁଟ ରେଳ ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ
କୋରାପୁଟ : କୋରାପୁଟ ରେଳ ଷ୍ଟେସନରେ କାର୍ଯ୍ୟକ୍ଷମ ହେଲା ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ । କୋରାପୁଟ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ ଓ ୩ ଶେଡ ଉପରେ ୨୭.୫ କିଲୋଓ୍ବାଟ ରୁଫ୍ ଟପ୍ ସୋଲାର ପ୍ଲାଣ୍ଟ ସ୍ଥାପନ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି । ପୂର୍ବତଟ ରେଳପଥର ମୁଖ୍ୟ ବୈଦ୍ୟୁତିକ ଯନ୍ତ୍ରୀ…