ହକି ଇଣ୍ଡିଆ ଲିଗ୍: ଆଜି ଗ୍ରାଉଣ୍ଡକୁ ଓହ୍ଲାଇବ ଡିଫେଣ୍ଡିଂ ଚମ୍ପିଆନ୍ କଳିଙ୍ଗ ଲାନସର୍ସ
ରାଉରକେଲା:ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟି ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକି ଇଣ୍ଡିଆ ଲିଗ୍। ତେବେ ଆଜି ହେଉଛି ଏହି ଲିଗ୍ ର ତୃତୀୟ ଦିନ । ତେବେ ଡିଫେଣ୍ଡିଂ ଚମ୍ପିଆନ୍ କଳିଙ୍ଗ ଲାନସର୍ସ ଆଜି ଖେଳିବ ଏହି ଲିଗ୍ ର ପ୍ରଥମ ମ୍ୟାଚ । ୟୁପି ରୁଦ୍ରସକୁ ସନ୍ଧ୍ୟା…