Latest Odisha News
Browsing Tag

RTO Office

ଲକ୍ଷ୍ମୀ ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌

ଭୁବନେଶ୍ୱର: ଲକ୍ଷ୍ମୀ ପୂଜାରେ ରାଜ୍ୟର ସମସ୍ତ ଆରଟିଓ ଅଫିସ୍ ଖୋଲା ରହିବ ବୋଲି ସୂଚନା ଦେଇଛି ରାଜ୍ୟ ପରିବହନ ଅଥୋରିଟି । ପରିବହନ ବିଭାଗର ନିର୍ଦ୍ଦେଶାନୁଯାୟୀ ଏହି ଦିନରେ ତଥା ଅକ୍ଟୋବର ୩୧ ତାରିଖରେ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆରଟିଓ କାର୍ଯ୍ୟାଳୟ ଖୋଲା ରହିବ ।…

ଦଶହରା ଛୁଟିରେ ଦୁଇ ଦିନ ଦୁଇ ଘଣ୍ଟା ଲେଖାଏ ଖୋଲା ରହିବ RTO

ଭୁବନେଶ୍ୱର: ଆସନ୍ତା ୨୪ ଓ ୨୬ ତାରିଖ ଦଶହରା ଛୁଟି ଥିଲେ ବି ରାଜ୍ୟରେ ଖୋଲା ରହିବ ଆରଟିଓ । ପୂରା ଦିନ ନୁହେଁ, ଦୁଇ ଘଣ୍ଟା ପାଇଁ ଖୋଲା ରହିବ । କେବଳ ନୂଆ ଗାଡ଼ି ପଞ୍ଜିକରଣ ପାଇଁ ଦୁଇ ଘଣ୍ଟା ଆଞ୍ଚଳିକ ପରିବହନ ଅଫିସ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିଶନର ।…

ଦୁର୍ଗାପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍

ଭୁବନେଶ୍ୱର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ଗାଡି ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ପାଇବା ଲାଗି ପରିବହନ କାର୍ଯ୍ୟାଳୟ ଗୁଡିକରେ ନାହିଁନଥିବା ଭିଡ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୫ ଓ ୭ ତାରିଖରେ ରାଜ୍ୟର ସମସ୍ତ ଆରଟିଓ ଅଫିସ୍ ଖୋଲା ରହିବ । ପରିବହନ…