Latest Odisha News

BREAKING NEWS

Browsing Tag

russia

ଋଷ ଯିବାକୁ ଚାହୁଁଛନ୍ତି କି? ୨୦୨୫ରୁ ଭାରତୀୟଙ୍କ ପାଇଁ ଭିସା ଫ୍ରି

ନୂଆଦିଲ୍ଲୀ: ୨୦୨୫ରୁ ଋଷ ଭାରତୀୟମାନଙ୍କ ପାଇଁ ଭିସା ଫ୍ରି ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଫଳରେ ଯେଉଁ ଭାରତୀୟମାନେ ଋଷ ଯିବାକୁ ଯୋଜନା କରୁଛନ୍ତି ସେମାନେ ଆଉ ଭିସା ବିଷୟରେ ଚିନ୍ତା କରିବା ଜରୁରୀ ନୁହେଁ। ସାଧାରଣତଃ ଋଷ, ଚୀନ୍ ଏବଂ ଇରାନର ଯାତ୍ରୀମାନଙ୍କ ପାଇଁ ଭିସା ଫ୍ରି ଟୁରିଷ୍ଟ…

ପର୍ବତଠୁ ଉଚ୍ଚ ଭାରତ-ଋଷ ସମ୍ପର୍କ: ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଦିନ ମସ୍କୋରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି। ଏହି ସମୟରେ ଉଭୟ ନେତା ଦ୍ବିପାକ୍ଷିକ ଆଲୋଚନା ସହ ଦୁଇ ଦେଶ ମଧ୍ଯରେ ଥିବା ବିପୁଳ ସହଭାଗୀତାର ସମ୍ଭାବନା ରହିଥିବା ପ୍ରକାଶ କରିଛନ୍ତି। ସୂଚନା…

କିମ୍ ଜୋଙ୍ଗ ପଠାଇଲେ ସୈନ୍ଯ, ବଦଳରେ ପୁଟିନ ଦେଲେ ସ୍ପେଶାଲ ଗିଫ୍ଟ

ସିଓଲ: ଋଷ-ୟୁକ୍ରେନ ଯୁଦ୍ଧକୁ ସମର୍ଥନ କରି ଉତ୍ତର କୋରିଆ ନିଜର ସୈନ୍ୟବାହିନୀ ପଠାଇଛି। ଯାହାର ପ୍ରତିବଦଳରେ ଋଷ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଦେଇଛି ଉତ୍ତର କୋରିଆକୁ। ଦକ୍ଷିଣ କୋରିଆର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଦିନ ଏହି ସୂଚନା ଦେଇଛନ୍ତି। ଆମେରିକା, ଦକ୍ଷିଣ କୋରିଆ ଏବଂ…

ଋଷ ଉପରେ ନିଆଁ ବର୍ଷା କଲା ୟୁକ୍ରେନର ‘ଡ୍ରାଗନ’

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ସହିତ ଉଭୟ ଦେଶ କ୍ରମାଗତ ଭାବରେ ପରସ୍ପର ଉପରେ ଡ୍ରୋନ୍ ଏବଂ ରକେଟରେ ଆକ୍ରମଣ କରୁଛନ୍ତି। କିନ୍ତୁ ଏବେ ୟୁକ୍ରେନର 'ଡ୍ରାଗନ' ଋଷର ନିଦ ହଜାଇ ଦେଇଛି। ଋଷର ଦଖଲରେ ଥିବା ଅଞ୍ଚଳ ଉପରେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଛି…

ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଗସ୍ତ କରିଥିଲେ। ସେ ରାଷ୍ଟ୍ରପତି ପୁଟିନଙ୍କ ସହ ୟୁକ୍ରେନ ଗସ୍ତର ଅଭିଜ୍ଞତା ବାଣ୍ଟିଥିବା ଜଣାପଡିଛି। ଏହା ବ୍ୟତୀତ ଋଷ-ୟୁକ୍ରେନ…

ଋଷରେ ୭.୦ ତୀବ୍ରତାର ଭୂକମ୍ପ ପରେ ଫାଟିଲା ଆଗ୍ନେୟଗିରି

ମସ୍କୋ: ଋଷର ପୂର୍ବ ଉପକୂଳରେ ୭.୨ ତୀବ୍ରତାର ଏକ ଭୂକମ୍ପ ପରେ  ଶିଭେଲୁଚ୍ ଆଗ୍ନେୟଗିରି ଉଦଗୀରଣ ହୋଇଛି। ଆଗ୍ନେୟଗିରିର ଉଦଗୀରଣ ଯୋଗୁ ୮ କିଲୋମିଟର ଉଚ୍ଚରେ ପାଉଁଶ ଉପରକୁ ଉଠିଥିବା ଜଣାପଡିଛି। ପୂର୍ବ ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭାଲୋସ୍କ ସହର ଠାରୁ ୨୮୦ ମାଇଲ ଦୂରରେ ଏହି ଅଗ୍ନି…

ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ୱର: ଅନ୍ତର୍ଜାତୀୟ ପୁରସ୍କାର ଜିତିଲେ ଓଡ଼ିଶାର ପ୍ରଖ୍ୟାତ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଋଷିଆର ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଆନ୍ସିପ୍-୨୦୨୪ରେ ବିଜୟୀ ହୋଇ ଗୋଲ୍ଡେନ୍ ସ୍ୟାଣ୍ଡ୍ ମାଷ୍ଟର୍ସ ଆୱାର୍ଡ ସହ ସ୍ୱର୍ଣ୍ଣପଦକ।…

ଋଷଠୁ ଚୀନ ମୁଦ୍ରା ଦେଇ କାହିଁକି ତେଲ କିଣୁଛି ଭାରତ ?

ଭୁବନେଶ୍ୱର: ଦୁନିଆରେ ଅଧିକାଂଶ କାରବାର ଆମେରିକୀୟ ମୁଦ୍ରା ଡଲାରରେ ହୋଇଥାଏ । ୨୦୨୨ ଫେବ୍ରୁଆରୀରେ ଋଷ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ମାତ୍ରେ ଋଷ ଉପରେ ଅନେକ ପ୍ରତିବନ୍ଧକ ଲାଗିଥିଲା । ଏହା ପରେ ଋଷ ଅନ୍ୟ ଦେଶ ସହ ଡଲାରରେ ଦେଣନେଣ କରିପାରି ନଥିଲା । ଋଷ ଶସ୍ତା ତେଲ ଦେବା ପାଇଁ ଭାରତକୁ ଅଫର୍…

ମାଉଣ୍ଟ ଏଲବ୍ରସ ଆରୋହଣ କଲେ ସିଦ୍ଧାର୍ଥ, ଫୁଙ୍କିଲେ ଶଙ୍ଖ

ଭୁବନେଶ୍ୱର: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ୟୁରୋପର ସବୁଠୁ ଉଚ୍ଚ ମାଉଣ୍ଟ ଏଲବ୍ରସ ଆରୋହଣ କରିଛନ୍ତି । ଋଷର ସବୁଠୁ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରସର ଉଚ୍ଚତା ୫୬୪୨ ମିଟର ତଥା ୧୮ ହଜାର ୫୧୦ ଫୁଟ୍ । ମାଉଣ୍ଟ ଏଲବ୍ରସର ଶୀର୍ଷରେ ପହଞ୍ଚିବା ସହ ସିଦ୍ଧାର୍ଥ…

ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ! ଋଷ ରାଷ୍ଟ୍ରପତି ଭବନ ଉପରେ ଡ୍ରୋନ୍ ଆକ୍ରମଣ

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ହୋଇଛି । ରାଷ୍ଟ୍ରପତି ଭବନ କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ପରେ ଋଷ ଅଭିଯୋଗ କରିଛି ପୁଟିନଙ୍କୁ ହତ୍ୟା ପାଇଁ ୟୁକ୍ରେନ୍ ଷଡ଼ଯନ୍ତ୍ର କରିଛି । ତେବେ ଆକ୍ରମଣରେ ପୁଟିନଙ୍କ କୌଣସି କ୍ଷତି ହୋଇ ନାହିଁ । ସେ…