Latest Odisha News

BREAKING NEWS

Browsing Tag

russia

ପାଶ୍ଚାତ୍ୟ ଦେଶକୁ ପୁଟିନ୍ ଦେଲେ ପରମାଣୁ ଧମକ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧକୁ ୭ ମାସ ବିତିଥିବା ବେଳେ ପୁଟିନ୍ ପୁଣି ଥରେ ଧମକ ଦେଇଛନ୍ତି । ୟୁକ୍ରେନକୁ ଅସ୍ତ୍ର କରି ଅନ୍ୟ ଦେଶ ବିଶେଷ କରି ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକ ଋଷକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି । ଋଷ ଏହାକୁ ବରଦାସ୍ତ କରିବ ନାହିଁ । ବରଂ କେହି ଆକ୍ରମଣ କଲେ ଋଷ ପାଖରେ…

[ଦେଖନ୍ତୁ ଭିଡିଓ] ତାଇୱାନ ଭୋଗିବ କି ୟୁକ୍ରେନ୍ ଦଶା ? ଆମେରିକାର ଏଭଳି ଅଭ୍ୟାସ ପାଇଁ ହୋଇଥିଲା ଯୁଦ୍ଧ

ନୂଆଦିଲ୍ଲୀ: ୟୁକ୍ରେନ୍-ଋଷ ଯୁଦ୍ଧ ଥମିନି । ଏପଟେ ଆଉ ଗୋଟେ ଯୁଦ୍ଧ ଭଳି ସ୍ଥିତି ଉପୁଜିଲାଣି । ନାଟୋରେ ସାମିଲ୍ ନେଇ ଆମେରିକା କଥାରେ ଡେଇଁବା ୟୁକ୍ରେନକୁ ବେଶ୍ ଭାରି ପଡ଼ିଛି । ଆଉ ଏବେ ତାଇୱାନ ଉପରେ ଚୀନ ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ କରିଥିବା ବେଳେ ଆଗକୁ ଆସିଛି ଆମେରିକା । ତାଇୱାନ…

ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତ ପ୍ରତ୍ୟାହାର କଲା ୟୁକ୍ରେନ୍

ନୂଆଦିଲ୍ଲୀ: ୟୁକ୍ରେନ ଭାରତ ସମେତ ୫ଟି ଦେଶରୁ ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରିନେଇଛି । ଜର୍ମାନୀ, ଭାରତ, ଚେକ୍ ରିପବ୍ଲିକ, ନରେଓ୍ବ ଏବଂ ହଙ୍ଗେରୀରେ ଅବସ୍ଥାପିତ ହୋଇଥିବା ରାଷ୍ଟ୍ରଦୂତ ମାନଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନିଲମ୍ବନ କରି ପ୍ରତ୍ୟାହାର କରିନେଇଛନ୍ତି…

ପୁଟିନଙ୍କୁ କ୍ୟାନ୍ସର: ଜୀବନ ଆଉ ତିନି ବର୍ଷ

ଭୁବନେଶ୍ୱର: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାଂଘାତିକ କ୍ୟାନ୍ସର ରୋଗ ହୋଇଛି । ସେ ଆଉ ତିନି ବର୍ଷ ବଞ୍ଚିବେ । ଏକଥା ଡାକ୍ତର ତାଙ୍କୁ କହି ଦେଇଛନ୍ତି । ଏପରିକି ତାଙ୍କର ଦୃଷ୍ଟି ଶକ୍ତି ମଧ୍ୟ ଖରାପ ହୋଇଗଲାଣି । ସେ ଆଉ ଭଲ ଭାବରେ ଦେଖିପାରୁ ନାହାନ୍ତି । କୌଣସି ସାଧାରଣ…

ପୁଟିନଙ୍କୁ ହତ୍ୟା ଉଦ୍ୟମ ବିଫଳ; ପୂର୍ବରୁ ହୋଇଛି ୫ ଥର ଆକ୍ରମଣ

ଭୁବନେଶ୍ୱର: ହତ୍ୟାରୁ ବଞ୍ଚିଯାଇଛନ୍ତି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଋଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ବେଳେ ପୁଟିନଙ୍କ ଉପରକୁ ସାଂଘାତିକ ଆକ୍ରମଣ ହୋଇଥିଲା । ଲକ୍ଷ ନିକଟରୁ ଫେରିଆସଛି ମୃତ୍ୟୁ । କୋକେସସ ଗସ୍ତ ବେଳେ ପୁଟନିଙ୍କୁ ଟାର୍ଗେଟ କରାଯାଇଥିଲା । କିନ୍ତୁ ଗତ ୫ ଥର ଭଳି ଏଥର…

ରାଗରେ ଜଳୁଛି ରୁଷ୍: ଫିନଲାଣ୍ଡକୁ ବନ୍ଦ କଲା ଗ୍ୟାସ୍ ଯୋଗାଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଖୁବଶୀଘ୍ର ନାଟୋରେ ମିଶିବେ ଫିନଲାଣ୍ଡ ଓ ସ୍ୱିଡେନ୍ । ନାଟୋ ସଦସ୍ୟତା ପାଇଁ ସେମାନେ ଆବେଦନ କରିଛନ୍ତି । ଫିନଲାଣ୍ଡ ଓ ସ୍ୱିଡେନ୍ ନାଟୋରେ ମିଶିବାକୁ ନିଷ୍ପତ୍ତି ନେଇଥିବାରୁ ରାଗରେ ତମତମ ହେଉଛି ରୁଷିଆ । ପୂର୍ବରୁ ଚେତାବନୀ ଦେଇ ଥିଲେ ବି ସେମାନେ ଡରି ନାହାନ୍ତି ।…

ଯୁଦ୍ଧ ପାଇଁ ଋଷିଆ ଛାଡୁଛି ମ୍ୟାଗଡୋନାଲ୍ଡସ

ଭୁବନେଶ୍ୱର: ଋଷିଆ ଛାଡ଼ିବ ମ୍ୟାଗଡୋନାଲ୍ଡସ! ୟୁକ୍ରେନ ସହ ଯୁଦ୍ଧ ପାଇଁ ବିଶ୍ୱର ଏହି ସର୍ବବୃହତ୍ ଫାଷ୍ଟଫୁଡ ବ୍ରାଣ୍ଡ ମସ୍କୋ ଛାଡ଼ିବାକୁ ଯାଉଛି । ଏଭଳି ଯୁଦ୍ଧ ପରିସ୍ଥିତିରେ ଲୋକଙ୍କୁ ତିନି ଦଶନ୍ଧିର ପ୍ରିୟ ଖାଦ୍ୟରୁ ବଞ୍ଚିତ କରିବାକୁ ବାଧ୍ୟ ହେଉଛି ବିଶ୍ୱର ଏକ ବୃହତ୍ ବର୍ଗର ଚେନ୍ ।…

ଭାରତ ନିରପେକ୍ଷ ହୋଇ ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିବନି

ଭୁବନେଶ୍ୱର: ଭାରତ ର ନିରପେକ୍ଷତା ଋଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବନି । ଯେବେ ଠାରୁ ଯୁଦ୍ଧ ଆରମ୍ଭ ହେଲାଣି ଭାରତ ଶାନ୍ତି ପାଇଁ ଆହ୍ୱାନ କରୁଛି । ଆଉ ସମସ୍ତ କାର୍ୟ୍ୟାନୁଷ୍ଠାନରୁ ଦୂରେଇ ରହୁଛି । ଋଷିଆ କୁ ଯୁଦ୍ଧ ବିରତି କରିବାକୁ ଆହ୍ୱାନ କରୁଛି । ହେଲେ ତା ବିରୋଧରେ ଛିଡ଼ା ହେବାକୁ…

ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ଋଷିଆ, ଭାରତ ଦେଲାନି ଭୋଟ୍

ନୂଆଦିଲ୍ଲୀ: ଜାତିସଂଘ ମାନବାଧିକାର ପରିଷଦରୁ ନିଲମ୍ବିତ ହେଲା ଋଷିଆ । ଜେନେରାଲ ଆସେମ୍ବ୍ଲି ଋଷିଆ ବିପକ୍ଷରେ ଭୋଟ ଦେଇ ବିଦା କରିଛି । ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ଜାତିସଂଘରେ ଋଷିଆକୁ ମାନବାଧିକାର ପରିଷଦକୁ ନିଲମ୍ବନ କରିବା ପାଇଁ ହୋଇଥିଲା ଭୋଟ୍ । ୯୩ଟି ଦେଶ ଋଷିଆ ବିପକ୍ଷରେ ଭୋଟ୍…

ଜାତିସଂଘ ମାନବାଧିକାର ପରିଷଦରୁ ଋଷିଆକୁ କାଢ଼ିବାକୁ ଜରୁରୀ ବୈଠକ

ନ୍ୟୁୟର୍କ: ଜାତିସଂଘ ମୁଖ୍ୟାଳୟରେ ବସିଛି ଜରୁରୀ ବୈଠକ । ଜାତିସଂଘ ମାନବାଧିକାର ପରିଷଦର ସଦସ୍ୟମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ଋଷିଆ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଏହି ବୈଠକ ବସିଥିବା ଜଣାପଡ଼ିଛି । ମାନବାଧିକାର ପରିଷଦରୁ ଋଷିଆକୁ କାଢ଼ିବା ପାଇଁ ଏହି ଜରୁରୀ ବୈଠକ ବସିଛି । ଯାହା ଭୋଟ…