କବିତା : ପ୍ରତାରଣା
ମିନାକ୍ଷୀ ଦ୍ବିବେଦୀ
ଘର ଭିତରେ ଶୂନ୍ଯତା ହିଁ ଶୂନ୍ଯତା
କାହାର ସୋର ଶଦ୍ଦ ଟିକେ ବୋଲି ନାହିଁ
ଏମିତିକି ଘର ଚଟିଆ ସବୁ ଚୁପଚାପ ।।
ଶୁଭୁଛି ଘଡିର ଖାଲି ଟିକ୍ ଟିକ୍ ଶବ୍ଦ ।
ପରିବ୍ୟାପ୍ତ ମୋ ଛାଇ
ସତେ ଯେମିତି ଅନୁସରଣ କରୁଛି ...
ହସୁଛି, କାନ୍ଦୁଛି, ନାଚୁଛି.... ପୁଣି....…