Latest Odisha News

BREAKING NEWS

Browsing Tag

Sacrifice

ନାବାଳକଙ୍କୁ ବଳି ପାଇଁ ହତ୍ୟା ଘଟଣା, ସାଧିକାଙ୍କ ସହ ୩ ପୁଅ ଗିରଫ

ଅନୁଗୁଳ: ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ମଙ୍ଗଳା ଠାକୁରାଣୀଙ୍କ ସାଧିକାଙ୍କ ସହ ତାଙ୍କ ୩ ପୁଅଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି । ପାରିପାର୍ଶ୍ୱିକ ସ୍ଥିତି ଏବଂ ଆଖପାଖ ଲୋକଙ୍କ ବୟାନ…

୧୪ ବର୍ଷର ବାଳକକୁ ବଳି ଦିଆଯାଇଥିବା ଅଭିଯୋଗ, ସାଧିକାଙ୍କ ସହ ୩ ପୁଅ ଥାନାରେ ଅଟକ

ଅନୁଗୁଳ: ନରବଳି ଦିଆଯାଇଥିବା ଅଭିଯୋଗ କରି ଲୋକେ ପୋଲିସ ଭ୍ୟାନ୍ ପୋଡ଼ି ଦେବାର ଦିନକ ପରେ ପୋଲିସ ଆକ୍ସନ୍ ମୋଡକୁ ଆସିଛି । ମଙ୍ଗଳା କୋଠିର ସାଧିକାଙ୍କ ସହ ୩ ପୁଅଙ୍କୁ କିଆକଟା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ୧୪ ବର୍ଷୀୟ ସଞ୍ଜିତର ମୃତ୍ୟୁ କେମିତି ହେଲା ? ସେନେଇ ୪…

‘ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା’ ପାଇଁ ନିଜ ପୁଅର ବଳିଦାନ’, ନିଜ ୬ ବର୍ଷର ପୁଅର ବେକ କାଟି ହତ୍ୟା କଲା ମାଆ

ପଲକ୍କଡ: କେରଳର ପାଲକ୍କଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୩୦ ବର୍ଷୀୟ ମଦ୍ରାସା ଶିକ୍ଷୟିତ୍ରୀ ନିଜ ୬ ବର୍ଷର ପୁଅର ବେକ କାଟି ହତ୍ୟା କରିଛନ୍ତି । ‘ଆଲ୍ଲାଙ୍କୁ ସନ୍ତୁଷ୍ଟ କରିବା’ ପାଇଁ ସେ ନିଜ ପୁଅର ବଳିଦାନ ଦେଇଥିବା କହିଛନ୍ତି । ମହିଳା ଜଣକ ଗର୍ଭବତୀ ଥିବା ଜଣାପଡିଛି…