ଆସିଲା ‘ସଡକ-୨’ର ଟ୍ରେଲର, ଦମଦାର ଲୁକ୍ରେ ସଞ୍ଜୁ ବାବା
ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ମୁଭି ‘ସଡକ-୨’ର ଟ୍ରେଲର । ଓଟିଟି ପ୍ଲାଟଫର୍ମରେ ଏହାକୁ ରିଲିଜ କରାଯାଇଛି । ଟ୍ରେଲରରେ ପୁଣି ଥରେ ମୁନ୍ନା ଭାଇ ତଥା ବଲିଉଡର ସଂଜୁ ବାବାଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିଛି । ସେହିପରି ଲିଡ୍ ରୋଲ୍ରେ ଥିବା ଆଲିଆ ଭଟ୍ଟ ଓ ଆଦିତ୍ୟ ରାୟ କପୁରଙ୍କ…