Latest Odisha News

BREAKING NEWS

Browsing Tag

saif ali khan

ଚଳଚ୍ଚିତ୍ର ‘ଆଦିପୁରୁଷ’ରେ ଏ କିପରି ରାବଣ ?

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୫ ତାରିଖରେ ସମଗ୍ର ଦେଶରେ ଦଶହରା ଧୁମଧାମର ସହ ପାଳନ କରାଯିବ। ଆସନ୍ତାକାଲି ରାବଣ ପୋଡି ମଧ୍ୟ ହେବ। ବୁଧବାର ସମସ୍ତ ଛୋଟ ବଡ଼ କଳାକାରମାନେ ରାବଣ ଭୂମିକାରେ ଅଭିନୟ କରୁଥିବା ଆପଣ ଦେଖିପାରିବେ। କିନ୍ତୁ ଅକ୍ଟୋବର ୫ ତାରିଖରେ ଦିଲ୍ଲୀ ଲାଲ୍ କିଲାରେ…

ଅମ୍ରିତା ଓ ସୈଫଙ୍କ ଲଭ ଷ୍ଟୋରୀ କେମିତି ଆରମ୍ଭ ହୋଇଥିଲା ?

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ଚର୍ଚ୍ଚିତ ଅଭିନେତା ଓ ଅଭିନେତ୍ରୀଙ୍କ ବ୍ୟକ୍ତିଗତ କାହାଣୀ କୌଣସି ଫିଲ୍ମଠାରୁ କମ ନୁହେଁ। ସେଲିବ୍ରିଟିଙ୍କ ଅସଲ ଜୀବନଶୈଳୀ ଏହି ଫିଲ୍ମ ଜଗତରୁ ଆରମ୍ଭ ହୁଏ। ନିଜର ଦକ୍ଷତା ଓ ଲୋକପ୍ରିୟତା ସତ୍ତ୍ୱେ ବୈବାହିକ ଜୀବନ ସେମାନଙ୍କ ଅଭିନୟ ଜୀବନର ଶତ୍ରୁ…

ପଦ୍ମଶ୍ରୀ କିଣିବା ଅଭିଯୋଗକୁ ଖଣ୍ଡନ କରି ଏମିତି କହିଥିଲେ ସୈଫ ଅଲ୍ଲୀ ଖାନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ୨୦୧୦ ଭାରତର ଚତୁର୍ଥ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହିତ ତାଙ୍କ ଉପରେ ପଦ୍ମଶ୍ରୀ କିଣିବା ଅଭିଯୋଗ ମଧ୍ୟ ହୋଇଥିଲା। ସୈଫ ଅଲି ଖାନ କହିଛନ୍ତି ଯେ ପଦ୍ମଶ୍ରୀ କିଣିବା ଅଭିଯୋଗ ଭୁଲ ଏବଂ ସେ ଭାରତ ସରକାରଙ୍କୁ…

ପୁଣି ପୁତ୍ର ସନ୍ତାନର ବାପା-ମାଆ ହେଲେ ସୈଫିନା

ମୁମ୍ୱାଇ: ପଟ୍ଟୌଦୀ ପରିବାରର ନୂଆ ସଦସ୍ୟ । ସୈଫିନା ଫ୍ୟାନଙ୍କ ପାଇଁ ଖୁସି ଖବର । ପୁଣି ପୁତ୍ର ସନ୍ତାନର ବାପା-ମାଆ ହୋଇଛନ୍ତି ବଲିଉଡର ଦୁଇ ଷ୍ଟାର ସୈଫ ଅଲ୍ଲୀ ଖାନ୍ ଓ କରୀନା କପୁର । ଆଜି ବେବି ବୟକୁ ଜନ୍ମ ଦେଇଛନ୍ତି ବେବୋ । ଭୋରରୁ କରୀନାଙ୍କୁ ମୁମ୍ୱାଇ ବିଚ୍ କ୍ୟାଣ୍ଡି ହସ୍ପିଟାଲରେ…

ସୈଫଙ୍କ ସହ ଅଭିନୟକୁ କାହିଁକି ମନା କଲେ ଆମିର ଖାନ ?

ମୁମ୍ବାଇ: ବହୁଦିନ ଧରି ଶୁଣିବାକୁ ମିଳିଥିଲା ଏକାଠି ଅଭିନୟ କରିବେ ସୈଫ ଅଲ୍ଲି ଖାନ ଓ ଆମିର ଖାନ । ଗୋଟିଏ ହିନ୍ଦୀ ରିମେକ ପ୍ରୋଜେକ୍ଟରେ ନଜର ଆସିବେ ଦୁଇ ସୁପରଷ୍ଟାର । ହେଲେ ଏବେ ଏହି ଖବରରେ ଯବନକା ପକାଇଛନ୍ତି ମିଷ୍ଟର ପରଫେକ୍ସନିଷ୍ଟ ଆମିର । କାହିଁକି ନା ଫିଲ୍ମରେ ଅଭିନୟ କରିବାକୁ ଆମିର…