ବେସରକାରୀ କମ୍ପାନୀଗୁଡିକର ଲାଭ ଚାରି ଗୁଣ ବୃଦ୍ଧି ପାଇଲା, କିନ୍ତୁ କର୍ମଚାରୀଙ୍କ ଦରମା ବଢୁ ନାହିଁ: ରିପୋର୍ଟ
ନୂଆଦିଲ୍ଲୀ:ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ସ୍ୱଳ୍ପ ବେତନ ବର୍ତ୍ତମାନ ଦେଶର ବିକାଶ ଉପରେ ପ୍ରଭାବ ପକାଉଛି। ସମ୍ପ୍ରତି ଦେଶରେ ଆର୍ଥିକ ବିକାଶର ଚିନ୍ତାଜନକ ଆକଳନ ସାମ୍ନାକୁ ଆସିଛି ।
ସରକାର ଦେଶର ମନ୍ଥର ଆର୍ଥିକ ଅଭିବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଜୁଲାଇ-ସେପ୍ଟେମ୍ବରରେ…