Latest Odisha News

BREAKING NEWS

Browsing Tag

Sambad Odisha

ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ଅର୍ଡର ହେଲା ୬୨ ୟୁନିଟ୍‌ ବିରିୟାନୀ

ଭୁବନେଶ୍ୱର: ଗତକାଲି ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ୬୨ ୟୁନିଟ୍‌ ବିରିୟାନୀ ଅର୍ଡର କରାଯାଇଥିଲା । ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ରୋମାଞ୍ଚ ଭରା ହୋଇ ଆସୁଥିବା ବେଳେ ଘନ ଘନ ବର୍ଷା କ୍ରିକେଟ୍ ଫ୍ୟାନଙ୍କୁ ନିରାସ ମଧ୍ୟ କରିଥିଲା । କିନ୍ତୁ ଏହି…

୩୨ ବର୍ଷ ବୟସରେ ୯୬ଟି ସନ୍ତାନର ବାପା ହେଲେ ଯୁବକ

ଭୁବନେଶ୍ୱର: ୯୬ଟି ପିଲାଙ୍କ ବାପାର ବୟସ ମାତ୍ର ୩୨ ବର୍ଷ । ୯୬ ପିଲାଙ୍କର ବାପା ବର୍ତ୍ତମାନ ସୁଧା କେବଳ ୨୫ ଜଣଙ୍କୁ ଭେଟିଛନ୍ତି। ସେ ଯୁବକ ଜଣଙ୍କ ହେଉଛନ୍ତି ଆମେରିକାର ଜର୍ଜିଆ ଷ୍ଟେଟ୍ ୟୁନିଭରସିଟିର ସାଇକୋଲୋଜି ବିଭାଗର ଛାତ୍ର। ଯୁବକ ଜଣଙ୍କ ଏଭଳି ଏକ ଅବିଶ୍ୱସନୀୟ ଘଟଣାକୁ ସତ ପ୍ରମାଣିତ…

ସ୍ନାନମଣ୍ଡପରେ ବିଜେ ହେଲେ ମହାପ୍ରଭୁ

ପୁରୀ : ରତ୍ନ ବେଦି ଛାଡି ସ୍ନାନ ବେଦୀରେ ମହାପ୍ରଭୁ । ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଅତି ସୁନ୍ଦର ଭାବେ ଲୀଳା କରି ସ୍ନାନବେଦିକୁ ଆସିଛନ୍ତି ଚତୁର୍ଧାମୂରତି । ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରାରେ ଭକ୍ତମାନେ ସାମିଲ ହୋଇଛନ୍ତି । ମହାପ୍ରଭୁ ଆଜି 108 ଗରା ଜଳରେ ସ୍ନାନ କରିବେ…

ଆସୁଛି ବର୍ଷା, ଦୁଇ ଦିନ ପରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ତାତି କମିବ । ଆସୁଛି ବର୍ଷା । କେରଳରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତାକାଲି ଆନ୍ଧ୍ର ଏବଂ ଓଡ଼ିଶାରେ ବର୍ଷା ହେବାର ସଂଭାବନା ରହିଛି ।  ଆସନ୍ତାକାଲିଠୁ ଦେଶର ଦକ୍ଷିଣଭାଗରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।  ଓଡ଼ିଶାରେ ପ୍ରବଳ…