Latest Odisha News
Browsing Tag

Sambalpur

ନୂଆବର୍ଷରେ ଆସନ୍ତୁ ଦେବ୍ରିଗଡ ଅଭୟାରଣ୍ୟ, ନିଅନ୍ତୁ ଜଙ୍ଗଲ ସଫାରୀର ମଜା

ଭୁବନେଶ୍ବର: ନୂଆବର୍ଷରେ ପ୍ରକୃତିର ମଜା ନେବାକୁ ଚାହୁଁଛନ୍ତି ତେବେ ଆସିଯାଆନ୍ତୁ ଦେବ୍ରିଗଡ ଅଭୟାରଣ୍ୟ । ପ୍ରକୃତି ପ୍ରେମୀମାନଙ୍କ ପାଇଁ ଏହା ଏକ ମନୋରମ ପର୍ଯ୍ୟଟନ ସ୍ଥଳୀ ଅଟେ । ସମ୍ବଲପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ପଚାଶ କିଲୋମିଟରେ ଦୂରତାରେ ଥିବା ଏହି ଅଭୟାରଣ୍ୟଟି ବରଗଡ଼ ଜିଲ୍ଲା…

ଏଥର ସମ୍ବଲପୁର ଆସିଲେ ଗୁଦଗୁଦା ଜଳପ୍ରପାତ ଯିବାକୁ ଭୁଲନ୍ତୁ ନାହିଁ !

ଭୁବନେଶ୍ବର:ପ୍ରାକୃତିକ ସୌନ୍ଦଯ୍ୟରେ ଭରପୂର ସ୍ଥାନ ଗୁଦଗୁଦା । ଏହା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜଙ୍ଗଲ ଭିତରେ ରହିଛି ଏହି ଜଳପ୍ରପାତ । ପଡୋଶୀ ଦେବଗଡ, ଝାରସୁଗୁଡା ,ତଥା ରାଉରକେଲା ରୁ ଅଧିକ ସଂଖ୍ୟକ ଲୋକ ଏଠାକୁ ବୁଲିବାକୁ ଆସିଥାନ୍ତି । ନିଜର ବ୍ୟସ୍ତ ବହୁଳ ଜୀବନରୁ ସାମୟିକ…

ସମଲେଶ୍ଵରୀ ମନ୍ଦିରରେ ରିଲ୍ସ ଓ ଫଟୋ ଉଠା ମନା

ସମ୍ବଲପୁର: ସମଲେଶ୍ଵରୀ ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ସମ୍ବଲପୁର ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ରିଲ୍ସ ଏବଂ ପ୍ରି ୱେଡିଂ ଭିଡିଓ ସୁଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ ଗଣମାଧ୍ୟମକୁ ସୂଚନା…

ସମ୍ବଲପୁରରେ ମାତିଛି ଉଲଗ୍ନ ଚୋର

ସମ୍ବଲପୁର: ସମ୍ବଲପୁରରେ ମାତିଛି ଉଲଗ୍ନ ଚୋର। ସମ୍ବଲପୁର ବାସିନ୍ଦାଙ୍କୁ ଥରାଇ ଦେଇଛି। ଗତ କିଛି ଦିନ ହେବ ସହରର ସାସନ ଅଞ୍ଚଳରେ ସିସିଟିଭି କ୍ୟାମେରାରେ ଏଭଳି ଜଣେ ଚୋରର ଗତିବିଧି ଧରାପଡିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଚୋରଟି ରାତିରେ ଉଲଗ୍ନ ହୋଇ ମୁଖା ପିନ୍ଧି ଘର…

ନୂଆଁଖାଇ ପାଇଁ ଶୁଭ ଲଗ୍ନ ଧାର୍ଯ୍ଯ

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ଶୁଭ ଲଗ୍ନ ଧାର୍ଯ୍ଯ କରାଯାଇଛି। ଆସନ୍ତା ସେପ୍ଟେମ୍ବର ୮ରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପର୍ବ ପାଳନ କରାଯିବ। ସକାଳ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ମା' ସମଲେଶ୍ଵରୀଙ୍କ ନିକଟରେ ଲାଗି ହେବ ନବାନ୍ନ। ସମ୍ବଲପୁର ଝାଡୁଆପଡା…

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍

ଭୁବନେଶ୍ୱର: ଉପରମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଡ୍ୟାମରେ ଜଳସ୍ତର ବଢୁଛି। ଏଥିପାଇଁ ରବିବାର ସକାଳେ ହୀରାକୁଦ ଡ୍ୟାମରେ ଆଉ ୬ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଏହା ସହିତ ମୋଟ ୨୦ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ତେବେ ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱରେ ନଅ ଏବଂ ଡାହାଣ ପାର୍ଶ୍ୱରେ…

ସମ୍ବଲପୁରରେ ୨୪୦୦ କଫ ସରିଫ ବୋତଲ ଜବତ

ସମ୍ବଲପୁର: ସମ୍ବଲପୁରରେ ବୁଧବାର ଦିନ ୨୪୦୦ କଫ ସରିଫ ବୋତଲ ଜବତ କରିବା ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ସମ୍ବଲପୁରର ଲଡୁଖାଇ ଅଞ୍ଚଳର ମନୋଜ କୁମାର ଏବଂ ଜିତୁ ସାହୁ (ଉଭୟ କ୍ରେତା) ଏବଂ ଗାଡିର ଡ୍ରାଇଭର ଓ ହେଲପର ରହିଛନ୍ତି। ପୋଲିସର ସୂଚନାନୁସାରେ, ପ୍ରଥମେ…

ସମ୍ବଲପୁରରେ ମୋ ବସ୍ ସେବା ଠପ୍

ସମ୍ବଲପୁର: ବିଭିନ୍ନ ଦାବି ନେଇ ଡ୍ରାଇଭର ଏବଂ କଣ୍ଡକ୍ଟରମାନେ ଆନ୍ଦୋଳନ କରିବା ଯୋଗୁ ସମ୍ବଲପୁରରେ ମୋ ବସ୍ ସେବା ଠପ୍ ହୋଇଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ମୋ ବସ୍ ଡ୍ରାଇଭର ଏବଂ କର୍ମଚାରୀମାନଙ୍କୁ ଦୁର୍ବ୍ଯବହାର ସହ ଧମକଚମକ ଦେଇଥିଲେ। ଏହାକୁ ନେଇ ବରିଷ୍ଠ…

ସମ୍ବଲପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ସରଲା ନିକଟରେ ମଙ୍ଗଳବାର ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ଅପରାହ୍ନ ୨ଟା ୨୬ ସମୟରେ ମାଲବାହୀ ଟ୍ରେନ୍ ର ଗୋଟିଏ ୱାଗନ ଲାଇନଚ୍ୟୁତ ହୋଇଛି। ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଏହି…

୩ ଜଣଙ୍କୁ ହତ୍ୟା ମାମଲାରେ ବାପାଙ୍କୁ ଫାଶୀଦଣ୍ଡ, ପୁଅକୁ ଆଜୀବନ ଜେଲ୍

ସମ୍ବଲପୁର: ବାପାକୁ ଫାଶୀ, ପୁଅକୁ ଆଜୀବନ ଜେଲ୍ । ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା ମାମଲାରେ ସମ୍ବଲପୁର ଜିଲ୍ଲା କୋର୍ଟ ବାପାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୦ ମହୁଲପାଲି ଥାନା ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା କରାଯାଇଥିଲା ।…