Latest Odisha News

BREAKING NEWS

Browsing Tag

Samir

ରାଜ୍ୟ ବଜେଟକୁ ନେଇ ବିଜେପି ର ପ୍ରତିକ୍ରିୟା

ଭୁବନେଶ୍ବର: ବଜେଟକୁ ନେଇ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସରକାରଙ୍କୁ ଘେରିଛନ୍ତି ।  ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ଦୁଇ ଲକ୍ଷ କୋଟି ଟଙ୍କାରେ ପହଂଚିଥିବାର ଆସ୍ପାଳନ କରୁଛନ୍ତି ରାଜ୍ୟ ସରକାର । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ ପାଉଥିବା…

୧୯୭୫ ର ଜରୁରୀକାଳୀନ ପରିସ୍ଥିତି : କଳାଦିବସ ଭାବେ ପାଳନ କଲା ବିଜେପି

ଭୁବନେଶ୍ୱର: ୧୯୭୫ ମସିହା ଜୁନ ୨୫ ତାରିଖ ମଧ୍ୟ ରାତ୍ରିରେ ସମ୍ବିଧାନକୁ ହତ୍ୟା କରିବା ସହ ଗଣତନ୍ତ୍ରର କଣ୍ଠରୁଦ୍ଧ କରି କଂଗ୍ରେସ ଦଳ ଆମ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲା । ୪୭ ବର୍ଷ ପୂର୍ବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଅତ୍ୟାଚାର ବିରୁଦ୍ଧରେ…

ଭାଷା ଯାହା ବି ହେଉ, ଆମର ସଂସ୍କୃତି ହେଉଛି ଭାରତୀୟ : ସମୀର ମହାନ୍ତି

ଭୁବନେଶ୍ୱର,:“ଭାଷା ଯାହା ବି ହେଉ, ଆମର ସଂସ୍କୃତି ହେଉଛି ଭାରତୀୟ” । “ଅନ୍ତ୍ୟୋଦୟ” ଏବଂ “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ”କୁ ମୁଳମନ୍ତ୍ର କରି ଗତ ୮ ବର୍ଷ ମୋଦି ସରକାରରେ ଦେଶର ଗରୀବ, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ,…

ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁପ୍ରଚାର ପାଇଁ  ‘ଅନୁସୁଚିତ ଜନଜାତି ହିତାଧିକାରୀ ମେଳା’ ଆୟୋଜନ

ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ୮ ବର୍ଷ ପୂର୍ଣ୍ଣ ହୋଇଛି । କେନ୍ଦ୍ରସରକାରଙ୍କର ବିଭିନ୍ନ ଜନକଲ୍ୟାଣ ଯୋଜନାର ସୁପ୍ରଚାର ପାଇଁ  ଅନୁସୁଚିତ ଜନଜାତି ହିତାଧିକାରୀ ମେଳା’ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି । ବିଗତ ଦିନରେ ଜାତିବାଦ, ପରିବାରବାଦ, ଭ୍ରଷ୍ଟାଚାର,…

ମୋଦି ସରକାରଙ୍କ ମହିଳା ସଶକ୍ତିକରଣ ଯୋଜନାର ପ୍ରଚାର ପାଇଁ ବିଭିନ୍ନ ସ୍ଥାନରେ ‘ମହିଳା ସମାବଶ’ ଆୟୋଜନ

ଭୁବନେଶ୍ୱର: ଆତ୍ମନିର୍ଭର ଭାରତ ଗଠନରେ ମହିଳାଙ୍କ ଭୁମିକାକୁ ମୋଦି ସରକାର ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି ବୋଲି କଟକଠାରେ ଅନୁଷ୍ଠିତ ‘ମହିଳା ସମାବେଶ’ରେ ଯୋଗ ଦେଇ ରାଜ୍ୟ ସଭାପତି  ସମୀର ମହାନ୍ତି କହିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ମା ଓ ଭଉଣୀଙ୍କୁ ଶ୍ରୀ ମହାନ୍ତି…