Latest Odisha News

BREAKING NEWS

Browsing Tag

sand mafia

ବେଆଇନ୍ ଭାବେ ବାଲି ଚୋରି ବେଳେ ୪ଟି ହାଇୱା ଜବତ, ୪ ଗିରଫ

ପୁରୀ: ଦିନ ଦ୍ୱିପ୍ରହରରେ ଅବୈଧ ଖନନ ସହ ବେଆଇନ୍ ବାଲି ଚାଲାଣ । ପୁରୀ କୋଣାର୍କ ରୋଡ୍ ତୋଟାବେହେରା ସାହି ଛକ ନିକଟରେ ଦୁର୍ବୃତ୍ତ ମାନେ ବେଆଇନ୍ ବାଲି ଚାଲାଣ କରୁଥିବା ବେଳେ ପୁରୀ ମେରାଇନ ଥାନା ପୋଲିସ ହାତରେ ଧରା ପଡ଼ିଛନ୍ତି । ୪ଟି ହାଇୱା ଟ୍ରକ୍ ସାହାଯ୍ୟରେ ବେଆଇନ୍ ଭାବେ ବାଲି ଚୋରି…

ମାତିଛି ବାଲି ମାଫିଆ: ତହସିଲଦାର-ପୁଲିସର ମିଳିତ ଚଢାଉରେ ୧୧ଜଣ ଗିରଫ

ଢେଙ୍କାନାଳ : ମାତିଛି ବାଲି ମାଫିଆ ।  ବର୍ଷ ବର୍ଷ ଧରି ଚାଲିଛି ବେଆଇନ୍ ବାଲି ଚାଲାଣ । ପ୍ରତିଦିନ ନଦୀରୁ ଟ୍ରକ୍ ଟ୍ରକ୍ ବାଲି ଚୋରାରେ ଚାଲାଣ ହେବାରେ ଲାଗିଛି । ଢେଙ୍କାନାଳ ପରଜଙ୍ଗ ସରାଙ୍ଗ ଗାଁ ନିକଟରେ ବ୍ରାହ୍ମଣୀ ନଦୀରେ ବେଆଇନ୍ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଧରାପଡ଼ିଛି। ଆଜି…

ସାମ୍ବାଦିକଙ୍କୁ ଧମକ ଦେଇ ବନ୍ଧା ହେଲା ବାଲି ମାଫିଆ

ଗୁଣୁପୁର: ରାୟଗଡା ଜିଲ୍ଲାର ଗୁଣୁପୁରର ବଂଶଧାରା ନଦୀ ପଠା ରୁ ଜିଲ୍ଲା ପ୍ରଶାସନର ଜାଣତରେ ଲକ୍ଷାଧିକ ଟଙ୍କା ର ବାଲି ଆନ୍ଧ୍ର ପ୍ରଦେଶକୁ ଚୋରା ଚାଲାଣ ହେଉଛି। ସ୍ଥାନୀୟ ତହସିଲଦାର ଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ପ୍ରଶାସନ ସବୁ ଜାଣି ନ ଜାଣିବା…