Latest Odisha News

BREAKING NEWS

[ଭିଡିଓ] ଦୀପ ଜାଳିଦେଲା ୬ ବଖରା ଘର, ଜଣେ ଗୁରୁତର

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଜଗନ୍ନାଥପୁର ପଂଚାୟତ ଅଧିନସ୍ତ ସୀତାପୁର ଗାଁରେ ଘରପୋଡି ଘଟଣା । ଅଗ୍ନିକାଣ୍ଡରେ ଦୁଇଟି ପରିବାର ବେସାହାରା ହୋପଡିଥିଲାବେଳେ ଜଣକର ଅବସ୍ଥା ଗୁରୁତର ରହିଛି । ଗତକାଲି ରାତିରେ ସୀତାପୁର ଗାଁର ବିଜୟ କୁଣ୍ଡିଙ୍ଗ ଓ ପାତିକା ନରେଶଙ୍କ ପରିବାର ଲୋକେ…

ମାଲକାନଗିରି ଅଧିକ୍ଷଣ ଯନ୍ତ୍ରୀଙ୍କ ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା : ଆଜି ବ୍ୟାଙ୍କ ଲକରରୁ ୩୮୫ ଗ୍ରାମ ସୁନା…

 ଗୁଣୁପୁର : ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଖୋଳତାଡ ଜାରି ରହିଛି । ଗୁଣୁପୁର ଆକ୍ସିସ ବ୍ୟାଙ୍କ ଲକରରୁ ଆଜି ୩୮୫ ଗ୍ରାମ ସୁନା ଜବତ କରିଛି ଭିଜିଲାନ୍ସ ।ତା ସହ ୧୦ଟି ସୁନା କଏନ ଜବତ ହୋଇଛି । ଏହା ପୂର୍ବରୁ ୧ କେଜି…

ଗୁଣୁପୁର ପ୍ରେସ କ୍ଲବର ପ୍ରଥମ ବୈଠକ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଗୁଣୁପୁର: ଗୁଣୁପୁର ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳାରେ ପ୍ରେସ କ୍ଲବର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁଣୁପୁର ପ୍ରେସ କ୍ଲବର ସଭାପତି ପ୍ରମୋଦ କୁମାର ସାହୁ ସଭାପତିତ୍ୱ କରିଥିଲେ । ବୈଠକରେ ଆଗାମୀ ଦିନରେ ପ୍ରେସ କ୍ଲବ ତରଫରୁ କଣ…

ଗୁଣୁପୁରରେ ପ୍ରେସ୍ କ୍ଲବ ଗଠିତ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

ଗୁଣୁପୁର: ଗୁଣୁପୁର ପୂର୍ତ୍ତ ବିଭାଗ ଡ଼ାକ ବଙ୍ଗଳାରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୁଣୁପୁର ଉପଖଣ୍ଡର ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଏବଂ ସ୍ୱାସ୍ଥ୍ୟ କାର୍ଡ଼ର୍ ଉପରେ ଆଲୋଚନା କରାଯାଇଥିଲା । ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଗୁଣୁପୁର…

ସାମ୍ବାଦିକଙ୍କ ପରିବାରକୁ ସହାୟତା

ରାୟଗଡା: ରାୟଗଡା ଜିଲ୍ଲା ଓଟିଭି ସାମ୍ବାଦିକ ମନୋଜ ପାତ୍ରଙ୍କ ମୃତ୍ୟୁ ଘଟଣା ଆଜକୁ ୯ ଦିନ ବିତିଯାଇଛି । ମନୋଜଙ୍କ ମୃତ୍ୟୁରେ ତାଙ୍କ ପରିବାର ପୁରା ଭାଙ୍ଗି ପଡ଼ିଛନ୍ତି । ସେ ପରିବାର ରୋଜଗାର କ୍ଷମ ବ୍ୟକ୍ତି ଥିଲେ । ମନୋଜଙ୍କ ଅସହାୟ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛି ଗାନ୍ଧୀ…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମା ଓ ଜେଜେବାପା ସମ୍ମିଳନୀ

ଗୁଣୁପୁର: ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମା ଜେଜେବାପା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଦ୍ମଶ୍ରୀ ପାଇଥିବା ଗୁଣୁପୁରର ସାମାଜିକ କର୍ମୀ ପଦ୍ମଶ୍ରୀ ଶାନ୍ତି ଦେବୀ ଯୋଗଦେଇଥିଲେ । ଶାନ୍ତି ଦେବୀଙ୍କୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଘୋଷ…

ବିଭିନ୍ନ ସମସ୍ୟା ନେଇ ଗୁଣୁପୁର ପୌର ପରିଷଦ ବିରୁଦ୍ଧରେ ଗର୍ଜିଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା

ଗୁଣୁପୁର: ଗୁଣୁପୁର ପୌର ପରିଷଦର ୨୧ଟି ୱାର୍ଡ଼ର ଲୋକଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଉନଥିବା ନେଇ ଗର୍ଜିଲା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା । ପାନୀୟ ଜଳ ଯୋଗାଣରେ ତ୍ରୁଟି ରହୁଥିବା ଏବଂ ବିଭିନ୍ନ ଜନହିତକର ଯୋଜନାରେ ବ୍ୟାପକ ଘୋଟାଲା କରାଯାଉଥିବା ଅଭିଯୋଗ ହୋଇଛି । ପୂର୍ତ୍ତ ଡ଼ାକବଙ୍ଗଳାରେ…

ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ

ରାୟଗଡ଼ା: ସାଧାରଣ ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ବିଭିନ୍ନ ଜନହିତକର କାର୍ଯ୍ୟ କରାଯାଉଛି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଏବେବି ଲୋକଙ୍କ ପାଖରେ ସୁବିଧା ପହଞ୍ଚିପାରୁନାହିଁ । ଏହିଭଳି ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର ଉକାମ୍ବା,…

ରାୟଗଡ଼ା ଜିଲ୍ଲାରେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ଉଦଘାଟିତ

ଗୁଣୁପୁର: ରାୟଗଡ଼ା ଜିଲ୍ଲାରେ ଭାରତୀୟ ସାମ୍ବାଦିକ ସଂଘ ଦ୍ୱାରା ଅନୁବନ୍ଧିତ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ଉଦଘାଟିତ ହୋଇଯାଇଛି । ରାଜ୍ୟ ଉପସଭାପତି ଆଶୁତୋଷ ରଥ ଏବଂ ନିର୍ବାଚନ ଅଧିକାରୀ ପରମାନନ୍ଦ ମିଶ୍ରଙ୍କ ଦ୍ୱାରା ପ୍ରଥମେ କର୍ମକର୍ତ୍ତା ଚୟନ ହୋଇଥିଲା । ଜିଲ୍ଲା ସଭାପତିଭାବେ ଅନିଲ…

କାଳୀପଡା ଘାଟି ଲୁଟ୍ ମାମଲା: ଧରାପଡିଲେ ଅଭିଯୁକ୍ତ ଉଦ୍ଧାର ହେଲା ଟଙ୍କା

ରାୟଗଡା: ବହୁଚର୍ଚ୍ଚିତ କାଳୀପଡା ଘାଟି ଲୁଟ୍ ମାମଲାର ପର୍ଦ୍ଦଫାସ୍ କଲା ରାୟଗଡା ପୋଲିସ । ଲୁଟ୍ ହୋଇଥିବା ଟଙ୍କା ଜବତ ହେବା ସହ ଗିରଫ ହୋଇଛନ୍ତି ଏକାଧିକ ଅଭିଯୁକ୍ତ । ଲଙ୍କାଗୁଣ୍ଡ ଫିଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ପୋଲିସର ତଦନ୍ତରେ ସାମ୍ନାକୁ ଆସିଛି ଚାଂଚଲ୍ୟକର ତଥ୍ୟ । ପୋଲିସ…