ବଡ ପରଦାକୁ ଫେରିବେ ସଲମାନଙ୍କ ପୂର୍ବତନ ପ୍ରେମିକା !
ମୁମ୍ବାଇ: ଅଭିନୟ ଦୁନିଆକୁ ଫେରିବାକୁ ଚିନ୍ତା କରୁଛନ୍ତି ଜଣେ ଜଣାଶୁଣା ଅଭିନେତ୍ରୀ । ଦିନ ଥିଲା ସେ ବଲିଉଡରେ ରାଜ କରୁଥିଲେ । ଅଗଣିତ ଫ୍ୟାନଙ୍କ ମୁହଁରେ ଥିଲା ତାଙ୍କ ନାଁ । ହେଲେ ସେ କିଏ ଓ କାହିଁକି ଏତେ ଦିନ ଧରି ବଲିଉଡରୁ ଦୂରେଇ ରହିଥିଲେ ?
କମ୍ବ୍ୟାକ୍ କରିବା ପାଇଁ ବର୍ତ୍ତମାନର…