Latest Odisha News
Browsing Tag

Sanjeeb Panda

ଇକୋ ରିଟ୍ରିଟ୍ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଆଇପିଏସ୍ ଦମ୍ପତି

ଭୁବନେଶ୍ୱର: ସାତକୋଶିଆ ଇକୋ ରିଟ୍ରିଟରେ ହୋଇଥିବା ଅଗ୍ନିକାଣ୍ଡରୁ ଆଇପିଏସ୍ ଦମ୍ପତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଓଡ଼ିଶା ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ତାଙ୍କ ପତ୍ନୀ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଳା ଇକୋ ରିଟ୍ରିଟ୍ ଅଗ୍ନିକାଣ୍ଡରୁ ବର୍ତ୍ତି ଯାଇଛନ୍ତି । ରବିବାର…

ଖୋର୍ଦ୍ଧା ରାମେଶ୍ୱରରୁ ପାଣିକୋଇଲି ଜାତୀୟ ରାଜପଥକୁ ଜଗିବ ସିସିଟିଭି

ଭୁବନେଶ୍ୱର: ଖୋର୍ଦ୍ଧା ରାମେଶ୍ୱରରୁ ଯାଜପୁର ଜିଲ୍ଲା ପାଣିକୋଇଲି ଯାଏ ଜାତୀୟ ରାଜପଥରେ ଲାଗିବ ସିସିଟିଭି । ପ୍ରତି ୪ରୁ ୫ କିଲୋମିଟରରେ ସିସିଟିଭି ଲାଗିବା ନେଇ ଟେଣ୍ଡର ସରିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର ସଞ୍ଜୀବ ପଣ୍ଡା । ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା…