କବିତା : ସବୁ ଠିକହେବ
ସଞ୍ଜିତା ପ୍ରଧାନ
ପଥ ବହୁଦୂର , ଅନେକ ଚାଲିବାକୁ ବାକି ଅଛି,
ପାଦରେ କଣ୍ଟା ଫୁଟିବ ରକ୍ତାକ୍ତ ବି ହେବ,
ତା' ବୋଲି କ'ଣ ଚାଲିବା ବନ୍ଦକରି ବସିପଡ଼ିବ ?
ଏ ଜୀବନ ବସିବାର ସୁଯୋଗ ଦିଏନି,
ଯିଏ ବସିଯାଏ ତାର ଭାଗ୍ୟ ବି ବସିଯାଏ ।
ଏମିତି ହୋଇଥିଲେ ଏମିତି ହୋଇଥାନ୍ତା,
ଏହା ଦୁର୍ବଳ…