Latest Odisha News

BREAKING NEWS

Browsing Tag

sanjita pradhan

କବିତା : ସବୁ ଠିକହେବ

 ସଞ୍ଜିତା ପ୍ରଧାନ  ପଥ ବହୁଦୂର , ଅନେକ ଚାଲିବାକୁ ବାକି ଅଛି, ପାଦରେ କଣ୍ଟା ଫୁଟିବ ରକ୍ତାକ୍ତ ବି ହେବ, ତା' ବୋଲି କ'ଣ ଚାଲିବା ବନ୍ଦକରି ବସିପଡ଼ିବ ? ଏ ଜୀବନ ବସିବାର ସୁଯୋଗ ଦିଏନି, ଯିଏ ବସିଯାଏ ତାର ଭାଗ୍ୟ ବି ବସିଯାଏ । ଏମିତି ହୋଇଥିଲେ ଏମିତି ହୋଇଥାନ୍ତା, ଏହା ଦୁର୍ବଳ…

କବିତା : ଶିମିଳିପାଳ ଜଳୁଛି

ସଞ୍ଜିତା ପ୍ରଧାନ  ଆଜ ହୁତାଶନ ରଚେ ପ୍ରହସନ ତାଣ୍ଡବଲୀଳା ରଚୁଛି ସପ୍ତାହଟେ ଧରି ଭାଗ୍ୟକୁ ଆଦରି ଶିମିଳିପାଳ ଜଳୁଛି ଶିମିଳିପାଳ ଜଳୁଛି ।। ଶାଳ ବୃକ୍ଷରାଜି କଙ୍କାଳଟେ ସାଜି ଆର୍ତ୍ତନାଦ କରୁଅଛି ପକ୍ଷୀ ବି ବାହୁନେ ଶାବକ ବିହୁନେ ସଂସାର ତା ଉଜୁଡିଛି ଶିମିଳିପାଳ ଜଳୁଛି ।।…

କବିତା : ଅନ୍ୟମନସ୍କ ବେଳାର ସାଥୀ

✍️ ସଞ୍ଜିତା ପ୍ରଧାନ   ତୋ ମସ୍ତିଷ୍କ ଅରଣ୍ୟରେ କେତେ ଶବ୍ଦ ବୃକ୍ଷ ସାଇତି ରଖିଛୁ କହିଲୁ ? ଏମିତି ଲେଖିଚାଲିଛୁ ଯେ ଲେଖିବା ବନ୍ଦ ହେଉନି.. ମତେ ତୋର ଆଙ୍ଗୁଳି ନିର୍ଦ୍ଦେଶରେ ହୃଦୟ ଭାବନାରେ ଛନ୍ଦି କେତେ ଦୌଡାଇବୁ  ? ମୁଁ ଥକି ଯାଉଛି ହେଲେ ଦେଖୁଛି ତୁ ତୋ ଭାବନାରେ ରହିଛୁ !…