ଗଳ୍ପ:ପ୍ରାସାଦର ଚିତ୍କାର
ସନ୍ତୋଷ କୁମାର ରଣା
କିଛି ବର୍ଷ ତଳର କଥା ମୁଁ କଳିଙ୍ଗ ପ୍ରଦେଶର ଉତ୍ତର ପାର୍ଶ୍ୱରେ ଥିବା ବଉଳା ପର୍ବତକୁ ବୁଲି ଯାଇଥିଲି । ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଏହି ପର୍ବତରେ ଅଛି ଖୁବ୍ ସୁନ୍ଦର ଶୈଳନିବାସଟିଏ । ନାଆଁ ତାର କଳିଙ୍ଗ ଦୁଆର । କୁହାଯାଏ ମଧୁକୈଠପ ରାକ୍ଷସ ଏଇ…