ଗପ : କରୋନା ଟିକା
ସତ୍ୟନାରାୟଣ ଗନ୍ତାୟତ
କରୋନା ଟିକା ନେଲଣି ? କଲୋନୀର ମାଉସୀ ପଚାରିଲେ।
ହଁ ମାଉସୀ ! କହିଲା ରୀନା । ପୁଣି ମାଉସୀଙ୍କ ପ୍ରଶ୍ନ : ପ୍ରଥମ ଡୋଜ ନା ଦୁଇଟା ଯାକ ଡୋଜ ନେଇ ସାରିଚ ?
: ନା ପ୍ରଥମ ଡୋଜ୍ ହିଁ ନେଇଛି ମାଉସୀ ।
ଶୁଣୁଶୁଣୁ ମାଉସୀ ପୁଣି କହିଲେ : ମୁଁ ଦି'ଟା…