Latest Odisha News

BREAKING NEWS

Browsing Tag

saudi arabia

୨୦୨୪ରେ ସାଉଦି ଆରବରେ ୧୦୦ ବିଦେଶୀଙ୍କୁ ଫାଶୀ

ଦୁବାଇ: ସାଉଦି ଆରବରେ ଚଳିତ ବର୍ଷ ୧୦୦ରୁ ଅଧିକ ବିଦେଶୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ସାଉଦି ପ୍ରେସ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ  ଶନିବାର ଦିନ ଦକ୍ଷିଣ-ପଶ୍ଚିମରେ ଥିବା ନାଜରାନରେ ଜଣେ ୟେମେନ ନାଗରିକଙ୍କୁ ଡ୍ରଗ୍ସ କାରବାରରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମୃତ୍ୟୁଦଣ୍ଡ…

ଏହି ଦେଶରେ ବ୍ୟାନ ହେଲା ସିଂଘମ୍ ଏଗେନ ଓ ଭୁଲଭୁଲେୟା ୩ ଫିଲ୍ମ

ନୂଆଦିଲ୍ଲୀ: ନଭେମ୍ବର ୧ରେ ଫିଲ୍ମ ସିଂଘମ୍ ଏବଂ ଭୁଲଭୁଲେୟା ୩ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମ ଦିୱାଲୀରେ ବକ୍ସ ଅଫିସରେ ରିଲିଜ ହେବ। ତେବେ ଏକ ରିପୋର୍ଟ ଅନୁଯାୟୀ ସାଉଦି ଆରବରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଧାର୍ମିକ ବିବାଦକୁ ରୋକିବା ପାଇଁ ସାଉଦି…

ଦୁନିଆର ସବୁଠୁ ବଡ଼ ବିଲ୍ଡିଂ ନିର୍ମାଣ କରିବ ସାଉଦି ଆରବ, ଫଟୋ ଭାଇରାଲ

ରିୟାଦ: ସାଉଦି ଆରବ ରାଜଧାନୀ ରିୟାଦରେ ୪୦୦ ମିଟର କ୍ୟୁବର ଐତିହାସିକ ବିଲ୍ଡିଂ 'ଦ ମୁକାବ'ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଏହି ବିଲଡିଂ ଦୁନିଆର ସବୁଠୁ ବଡ କୋଠା ହେବ। ଏହି ଗଗନଚୁମ୍ବୀ ବିଲ୍ଡିଂ ୨୦ ଲକ୍ଷ ବର୍ଗ ମିଟରର ଏକ ବିଶାଳ ଅଞ୍ଚଳରେ…

ଏ ଦେଶରେ ନଦୀ ନାହିଁ କି ନାଳ ନାହିଁ ତଥାପି ପାଣିର ଅଭାବ ନାହିଁ

ଚାରିଆଡେ ବାଲି ଆଉ ବାଲି । ଏଠି ନା ନଦୀ ଅଛି, ନା କୌଣସି  ବଡ ପୋଖରୀ । ବର୍ଷା ବି ବର୍ଷକେ ଥରେ ବା ଦୁଇଥର ଆସିଥାଏ । କିନ୍ତୁ ଘଡିକ ପାଇଁ ।  ଏଠି ଚାରିଆଡ ଖାଲି ଶୁଖିଲା ଶୁଖିଲା.. ମରୁସ୍ଥଳ । ହଜାର ହଜର ବର୍ଷ ଧରି ସଉଦୀ ଆରବରେ ଲୋକେ ପାଣି ପାଇଁ ଭୂତଳ ଜଳ ଉପରେ ନିର୍ଭର କରି ଆସୁଛନ୍ତି…

ଭାରତକୁ ଦିପାବଳୀ ଉପହାର; ପାକିସ୍ତାନ ମ୍ୟାପରୁ POK କୁ ହଟାଇଲା ସାଉଦି ଆରବ

ଲଣ୍ଡନ: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ଏବଂ ଗିଲଗିଟ-ବଲୁଚିସ୍ତାନକୁ ପାକିସ୍ତାନର ମାନଚିତ୍ରରୁ ହଟାଇ ଦେଇଛି ସାଉଦି ଆରବ। "ସାଉଦି ଆରବ ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀର ଏବଂ ଗିଲଗିଟ-ବିଲୁଚିସ୍ତାନକୁ ପାକିସ୍ତାନର ମାନଚିତ୍ରରୁ ହଟାଇ ଦେଇଥିବା PoK କାର୍ଯ୍ୟକର୍ତ୍ତା ଅମଜାଦ ଆୟୁବ…

କରୋନା କଷ୍ଟ; ଜେଲରୁ ମୁକୁଳିବାକୁ ନେହୁରା ହେଲେ ସାଉଦି ଆରବ ରାଜକୁମାରୀ !

ସାଉଦି: କରୋନା ମହାମାରୀରୁ ବଂଚିବା ଲାଗି ଆକୁଳ ନିବେଦନ କଲେ ସାଉଦି ଆରବ ରାଜକୁମାରୀ । ଜେଲରୁ ବାହାରିବା ପାଇଁ ନିଜ ପରିବାର ଆଗରେ ନେହୁରା ହେଲେ ବସ୍ମା ବିନ୍ତେ ସାଉଦ୍ ଅଲ୍ ସାଉଦ୍‌ । କୌଣସି ଫିଲ୍ମର କଥାବସ୍ତୁ ନୁହେଁ ବରଂ ସତ ଘଟଣା । ଏପ୍ରିଲ ୧୫ ଓ ୧୬ରେ ରାଜକୁମାରୀ ବସ୍ମା ଅଧିକାର…