Latest Odisha News

BREAKING NEWS

Browsing Tag

Saurabh chaudhary

ଅଲିମ୍ପିକ୍ସ ସୁଟିଂରେ ଖରାପ ପ୍ରଦର୍ଶନ: ପୁଣି ନିରାଶ କଲେ ମନୁ ଭାକର-ସୌରଭ ଚୌଧୁରୀ ଯୋଡ଼ି

ଟୋକିଓ: ଅଲିମ୍ପିକ୍ସ ସୁଟିଂରେ ଭାରତର ପଦକ ଆଶା ପୁଣି ଥରେ ଧୂଳିସାତ ହୋଇଛି । ନିରାଶ କରିଛନ୍ତି ସୁଟର ମନୁ ଭାକର-ସୌରଭ ଚୌଧୁରୀ ଯୋଡ଼ି । ପାଞ୍ଚ ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ଯୋଡି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟର ମେଡାଲ୍ ମ୍ୟାଚ୍ ରାଉଣ୍ଡକୁ ଯାଇ ପାରି ନାହାନ୍ତି ।…

ସୁଟିଂରେ ସୌରଭଙ୍କ ଅଲିମ୍ପିକ୍ସ ପଦକ ଆଶା ଧୂଳିସାତ୍

ଟୋକିଓ: ୧୦ ମିଟର ଏୟାର ପିସ୍ତଲ ସୁଟିଂରେ ଭାରତର ପଦକ ଆଶା ଧୂଳିସାତ ହୋଇଛି । ଫାଇନାଲରେ ପଦକ ଆଣିବାରେ ବିଫଳ ହୋଇଛନ୍ତି ଭାରତର ସୌରଭ ଚୌଧୁରୀ । ସେ ୭ ନମ୍ବରରେ ରହିଥିଲେ । କ୍ୱାଲିଫିକେସନ୍ ରାଉଣ୍ଡରେ ଭଲ ପ୍ରଦର୍ଶନ ସହ ଏକ ନମ୍ବର ସ୍ଥାନରେ ଥିଲେ ସୌରଭ । ତେଣୁ ସେ ପଦକ ଭେଟି ଦେବେ ବୋଲି ଆଶା…

ଟୋକିଓ ଅଲିମ୍ପିକ୍ସ: ଟାଇମ ମ୍ୟାଗାଜିନରେ ସମ୍ଭାବ୍ୟ ଶ୍ରେଷ୍ଠ ପ୍ରଦର୍ଶନକାରୀ ୪୮ ଆଥଲେଟଙ୍କ ମଧ୍ୟରେ ଭାରତର ସୌରଭ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ କେଉଁ ଆଥଲେଟ ଭଲ ପ୍ରଦର୍ଶନ କରିବେ ସେ ନେଇ ଲୋକପ୍ରିୟ ଟାଇମ ମ୍ୟାଗାଜିନ ୪୮ ଖେଳାଳିଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଏକମାତ୍ର ଭାରତୀୟ ଏବଂ ଶୁଟର ଭାବେ ସୌରଭ ଚୌଧୁରୀ ସ୍ଥାନ ପାଇଛନ୍ତି । ସୌରଭ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ୬ ବର୍ଷ ମଧ୍ୟରେ ୨୨…