Latest Odisha News

BREAKING NEWS

Browsing Tag

Scam

ମାତିଛନ୍ତି ସାଇବର ଠକ; ବ୍ୟାଙ୍କ ବାଲାନ୍ସ ଯାଞ୍ଚ କରିବା ମାତ୍ରେ ଆକାଉଣ୍ଟ ହେଇଯିବ ଖାଲି

ଭୁବନେଶ୍ବର:ଏବେ ସାଇବର ଠକମାନେ ଏକ ନୂତନ ପଦ୍ଧତି ବାହାର କରିଛନ୍ତି । ଯାହାଦ୍ବାରା ସେମାନେ ୟୁପିଆଇ ବ୍ୟବହାରକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ। ଏହାକୁ ‘ଜମ୍ପ ଡିପୋଜିଟ୍ ​​ସ୍କାମ୍’ କୁହାଯାଉଛି। ଏହି ଠକମାନେ ଏତେ ଚତୁର ଯେ ଆକାଉଣ୍ଟରୁ ଟଙ୍କା ନେଇଯିବେ ଆପଣ ଜାଣିପାରିବେ…

ଉଲିବୁର ଖଣି ଦୁର୍ନୀତି ମାମଲା: ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଲା ଜାମିନ

କଟକ: ଉଲିବୁର ଖଣି ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଛି ଜାମିନ । ଦୀପକଙ୍କୁ ସର୍ତ୍ତମୂଳକ ଭାବେ ଏକ ମାସ ପାଇଁ ହାଇକୋର୍ଟ ଅନ୍ତରୀଣ ଜାମିନ୍ ଦେଇଛନ୍ତି । ଏକ କୋଟି ଟଙ୍କାର ଅର୍ଥରାଶି ଜମା ସହ ଦୁଇ କୋଟି ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ତାଙ୍କୁ…

ମାସ୍କ କିଣା ଦୁର୍ନୀତିକୁ ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଏତଲା

ଭୁବନେଶ୍ୱର: ମାସ୍କ କିଣାରେ ଦୁର୍ନୀତି ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଥାନାରେ ଏତଲା ହୋଇଛି । କ୍ୟାପିଟାଲ ଥାନାରେ ଏତଲା ଦେଇଛି ଓଡିଶା ସୂଚନା ଅଧିକାରୀ ଅଭିଯାନ । ମାସ୍କ, ସାନିଟାଇଜରରେ ଦୁର୍ନୀତି ହୋଇ୍‌ଥିବା ଅଭିଯୋଗ ହୋଇଛି । ହେମନ୍ତ ଶର୍ମା, ଓ ତୃତୀୟ ମହଲାର ସମସ୍ତେ ଏଥିରେ…