Latest Odisha News

BREAKING NEWS

Browsing Tag

schools reopen

୩୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ଆକ୍ରାନ୍ତ

ଚେନ୍ନାଇ: ସେପ୍ଟେମ୍ବର ୧ରେ ପ୍ରାୟ ଏକ ବର୍ଷ ପରେ ରାଜ୍ୟରେ ବିଦ୍ୟାଳୟ ଖୋଲିବା ପରେ ତାମିଲନାଡୁର ଚେନ୍ନାଇରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଏବଂ ୧୦ ଜଣ ଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଖବର ମୁତାବକ ଚେନ୍ନାଇର ଏକ ଘରୋଇ ବିଦ୍ୟାଳୟରୁ ସଦ୍ୟତମ ମାମଲା ରୁଜୁ ହୋଇଛି।…

ଆଜିଠୁ ରାଜଧାନୀରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ରାଜଧାନୀରେ ଖେଲିଲା ସ୍କୁଲ। ଦୀର୍ଘ ଦିନର ବ୍ୟବଧାନ ପରେ ୯ରୁ ୧୨ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଯାଇଥିବା ଜଣାପଡ଼ିଛି। କରୋନା ହେତୁ ପିଲାଙ୍କ ସୂରକ୍ଷାକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରଖାଯାଇଥିଲା। ଜାତୀୟ ରାଜଧାନୀରେ କୋଭିଡ ସ୍ଥିତିରେ ସୁଧାର…

ଜାନୁଆରୀରେ ଖୋଲିପାରେ ସ୍କୁଲ, ଛୁଟି ଦିନରେ ବି କ୍ଲାସ୍

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ଖୋଲିପାରେ ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତି ଯାହା ଡିସେମ୍ବରରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ପ୍ରାଥମିକତା ଦିଆଯିବ ।…

୧୬ ନଭେମ୍ବରରୁ ଖୋଲିବ ସ୍କୁଲ୍; ତାମିଲ୍‌ନାଡୁ

ନୂଆଦିଲ୍ଲୀ: କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ଥିବା ବଡ଼ ସ୍କୁଲ ଖୋଲିବାକୁ ତାମିଲନାଡୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣ ହେତୁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିବା ଯୋଗୁ ଦେଶରେ ସମସ୍ତ ସ୍କୁଲ୍‌ କଲେଜଗୁଡ଼ିକ ବନ୍ଦ ରଖାଯାଇଥିଲା। ବର୍ତ୍ତମାନ ନିଷ୍ପତ୍ତି ପରେ ୧୬…