Latest Odisha News

BREAKING NEWS

Browsing Tag

Security Guard Shoot Self

ନିଜ ବନ୍ଧୁକରୁ ଗୁଳି ମାରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର: ନିଜକୁ ନିଜେ ଗୁଳି କରିଦେଲେ ସୁରକ୍ଷାକର୍ମୀ । ଭୁବନେଶ୍ୱର ଗଙ୍ଗନଗରରେ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ । ତାଙ୍କ ନାଁ କୃଷ୍ଣଚନ୍ଦ୍ର ଦାସ । ସେ ଏକ ଘରୋଇ ସଂସ୍ଥାରେ ସୁରକ୍ଷାକର୍ମୀ ଭାବରେ କାମ କରୁଥିଲେ । ଗତକାଲି ରାତି ୧୨ଟାରୁ ଗୋଟାଏ ଭିତରେ ଏହି…