‘ପଦ୍ମ ପୁରସ୍କାର’-୨୦୨୧: ଆସନ୍ତାକାଲି ଆବେଦନର ଶେଷ ତାରିଖ
ନୂଆଦିଲ୍ଲୀ: ଆସନ୍ତାବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବ ପଦ୍ମ ପୁରସ୍କାର । ତେବେ ଏଥିପାଇଁ ଅନଲାଇନ ଆବେଦନର ଶେଷ ତାରଖ ରହିଛି ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧୫ ।
ମେ ୧ରୁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଥିଲା । ପଦ୍ମ ପୁରଷ୍କାର ମଧ୍ୟରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ…