Latest Odisha News

BREAKING NEWS

Browsing Tag

shabad tunira

ଦେଶର ବଜେଟ : ଗୁଳି ଆଉ ଶୂଳୀର ବଜେଟ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ରାତ୍ର ୧୨, ରକ୍ତନଦୀରେ ଜୋର୍‍ଦାର୍‍ ଜୀବନ ଜୁଆର । ଅଗଷ୍ଟ ୧୫.... ମଶାଲ ଲିଭିଯିବା ପରେ ଘଣ୍ଟା କଣ୍ଟା ପାଖରେ କିନ୍ତୁ ଅଣ୍ଟା ନୂଆଁଇ ଦେଇଛି ମୁକ୍ତିର ମିନିଟ୍ । ଘଣ୍ଟା କଣ୍ଟା ଘାଏଲ ହୋଇଛି ସ୍ୱପ୍ନର ସେକେଣ୍ଡ୍ । ରାଜନେତାମାନଙ୍କ…

ଏ ଯାଏଁ ଏକାଠି, ମୁଁ ଓ ମୋ କଲମକାଠି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ଅକ୍ଷରରେ ଅନେକ କଥାକାହାଣୀ କହିଯାଇଛି କଲମ । ସେଇ ଯେ ୧୯୬୨ରୁ.... ଏଯାଏ ଚାଲିଛି ଏ କଲମ ଏହିପରି - ଆଉ ତାହା ସହିତ ଖୋଦ୍‍ ମୁଁ ବି । ସମୟର ରଙ୍ଗବଦଳ ସତ୍ୱେ ଏ କଲମ ଅଙ୍ଗହାନି କରିବାକୁ ଚାହିଁନି କେଭେଁ ସେଇ ବଜ୍ରସଂକଳ୍ପର - ଅନ୍ଧାରୀ…

ରାଜନୀତି ଆଜି କୁବେରକୃତ କୁଚକ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  କଳାଟଙ୍କାର ବସ୍ତା ଉଠାଇଚାଲୁଥିବା ଧଳାହାତୀମାନଙ୍କ ଗୋଦରା ଗୋଡ ତଳେ ଦଳାଚକଟା ଖାଇ ଖାଇ ଆମ ଗଣତନ୍ତ୍ର ଆଜି ରକ୍ତବାନ୍ତି କରୁଛି ! ଏ ରକ୍ତବାନ୍ତିର ରାଜନୀତି ସହର ସଡକରୁ ଗଡିଆସୁଛି ଗାଆଁ ଗଡଜାତକୁ । ଏବକୁ ଏବେ ଗରିବ ଗ୍ରାମବାସୀ ଓ…

ଦଳ ବହୁଳ ରାଜନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଦଳବହୁଳ ରାଜନୀତି । ଏକଦଳୀୟ, ଦ୍ୱିଦଳୀୟ, ବହୁଦଳୀୟ ଶାସନବ୍ୟବସ୍ଥାରେ ବ୍ୟୂହବଦ୍ଧ ନିର୍ଦଳୀୟ ଜନସମୁଦାୟ । ସେମାନେ ରାଜନୀତି କରନ୍ତି ନାହିଁ, ଦଳ ଗଢନ୍ତି ନାହିଁ  କିନ୍ତୁ ସେମାନଙ୍କ ନାଆଁରେ ରାଜନୀତି କରାଯାଏ, ଦଳ ଗଢାଯାଏ । ଶାସନର…

ଜନମାନସର ସଭାକବି ସଚ୍ଚି ରାଉତରାୟ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ସଚ୍ଚି ରାଉତରାୟ କେବଳ ଓଡ଼ିଆ ସାହିତ୍ୟରେ ଜନମାନସର ମନସ୍କ ମନୀଷୀ ରୂପେ ପରିଗୃହୀତ ନୁହନ୍ତି, ତାହା ନୁହେଁ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ତାଙ୍କର ସୁଖ୍ୟାତି ସମ୍ପ୍ରସାରିତ । ଆନ୍ତର୍ଜାତିକ ସାହିତ୍ୟର ଗତିଧାରା ସହିତ ସଂଯୋଗ…