ସ୍ୱଳ୍ପ ଗଳ୍ପ : ଖାଦକ
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୧୭
ଗୋଟିଏ ଶବ୍ଦରେ କହିଲେ ଆମେ ସମସ୍ତେ ହେଉଛୁ ଖାଦକ । ଜୀବନ ଧାରଣ ପାଇଁ ଏହା ଅପରିହାର୍ଯ୍ୟ ଆବଶ୍ୟକତା । ଯିଏ ଯାହା ଯେତେ ପରମାର୍ଥରେ କହୁ ପଛକେ ଆମେ ଏହି ଭଳି ଗୋଟିଏ ଅବସ୍ଥାନରୁ ତ କଦାପି ଅନ୍ୟତ୍ର ଯାଇପାରିବୁ ନାହିଁ। ସୁଖ…