Latest Odisha News

BREAKING NEWS

Browsing Tag

Silver Medal

ପାରାଲିମ୍ପିକ୍ସ ବ୍ୟାଡମିଣ୍ଟରେ ରୌପ୍ୟ ଜିତିଲେ ନୋଏଡା ଜିଲ୍ଲାପାଳ ସୁହାସ ୟଥିରାଜ

ଟୋକିଓ: ଆଜି ଶେଷ ହେଉଛି ଟୋକିଓ ପାରାଲିମ୍ପିକ୍ସ । ଶେଷ ଦିନରେ ପଦକରୁ ଭାରତର ଅଭିଯାନ ଆରମ୍ଭ ହୋଇଛି । ପୁରୁଷ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଛନ୍ତି ନୋଏଡାର ଜିଲ୍ଲାପାଳ ସୁହାସ ୟଥିରାଜ । ଝଖ୪ବର୍ଗରେ ସେ ଫ୍ରାନ୍ସର ଲୁକାସ୍ ଜୁରଙ୍କଠାରୁ ହାରି ଯାଇଛନ୍ତି । କିନ୍ତୁ ଦେଶବାସୀଙ୍କ ହୃଦୟ…

ପାରାଲିମ୍ପିକ୍ସ ଡିସକସ୍ ଥ୍ରୋରେ ରୌପ୍ୟ ଜିତିଲେ ଭାରତର ଯୋଗେଶ କଥୁନିଆ

ଟୋକିଓ: ପାରାଲିମ୍ପିକ୍ସରେ ଭାରତର ପଦକ ଅଭିଯାନ ଜାରି ରହିଛି । ଆଜି ମହିଳା ସୁଟିଂରେ ଅବନୀ ଲେଖରା ସ୍ୱର୍ଣ୍ଣ ଜିତିବା ପରେ ପରେ ରୌପ୍ୟ ଭେଟି ଦେଇଛନ୍ତି ଡିସକସ୍ ଥ୍ରୋ ଖେଳାଳି ଯୋଗେଶ କଥୁନିଆ । F56 କାଟାଗୋରୀରରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଯୋଗେଶ ମୋଟ୍ ୪୪.୩୮ମିଟର ଥ୍ରୋ କରିଥିଲେ ।…

ଭବୀନା ପଟେଲଙ୍କୁ ୩ କୋଟି ପୁରସ୍କାର ଘୋଷଣା

ଅହମ୍ମଦାବାଦ: ଟୋକିଓ ପାରାଲିମ୍ପିକ୍ସର ରୌପ୍ୟ ପଦକ ବିଜୟିନୀ ଭାବିନାବେନ୍ ପଟେଲଙ୍କୁ ନେଇ ସାରା ଦେଶରେ ଖୁସିର ମାହୋଲ  । ଟେବୁଲ ଟେନିସରେ ସେ ମେଡାଲ ଜିତିଛନ୍ତି । ସଫଳତା ପରେ ତାଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ  । ଏଥିସହ…

ଟୋକିଓ ପାରାଲିମ୍ପିକ୍ସ ଟେବୁଲ୍ ଟେନିସରେ ରୌପ୍ୟ ଜିତିଲେ ଭାବିନାବେନ୍ ପଟେଲ୍

ଟୋକିଓ: ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ଟେବୁଲ୍ ଟେନିସ୍ ଖେଳାଳି ଭାବିନାବେନ୍ ପଟେଲ୍ । ରୌପ୍ୟ ପଦକ ଜିତିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ସେ ଭାରତକୁ ଭେଟି ଦେଇଛନ୍ତି ପ୍ରଥମ ମେଡାଲ୍ । ସେହିପରି ଟେବୁଲ ଟେନିସରେ ଅଲିମ୍ପିକ୍ସ ମେଡାଲ ଜିତିବାରେ ପ୍ରଥମ ଭାରତୀୟ କ୍ରୀଡ଼ାବିତ…