Latest Odisha News
Browsing Tag

Sitala Sasthi

ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ସମ୍ବଲପୁର; ବାହାରିଲା ଶୋଭାଯାତ୍ରା, ସର୍ଗିପତ୍ର ଦେଇ କନ୍ୟାପକ୍ଷଙ୍କ ସହ ହେଲା ନିର୍ବନ୍ଧ

ସମ୍ବଲପୁର : ଆସନ୍ତା ୪ ତାରିଖରେ ହେବ ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଏଥିପାଇଁ ଉତ୍ସବମୁଖର ହୋଇଉଠିଲାଣି ସମ୍ବଲପୁର ସହର । ଏହି କ୍ରମରେ ଗତକାଲି ହୋଇଥିଲା ପତରପେଣ୍ଡି ତଥା ନିର୍ବନ୍ଧ ଉତ୍ସବ । ନନ୍ଦପଡାର ବମ୍ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ପାଇଁ କନ୍ୟା ଖୋଜା ଯାଇଥିଲା ।…

ସରିଲା ଦେବଦମ୍ପତି ବିବାହ, ଆଜି ଯୁଗଳ ଦର୍ଶନ

ସମ୍ୱଲପୁର: ଶୀତଳଷଷ୍ଠୀରେ ହେଲା ଦେବଦମ୍ପତି ବିବାହ । ଦେବୀ ପାର୍ବତୀଙ୍କ ହାତ ଧରିଲେ ଦେବ ଦେବ ମହାଦେବ । ଧାର୍ଯ୍ୟ ଲଗ୍ନ ଅନୁସାରେ ଗତକାଲି ବିଳମ୍ବିତ ରାତିରେ ହର-ପାର୍ବତୀଙ୍କ ବିବାହ ସମ୍ପାଦିତ ହୋଇଥିଲା । କୋଭିଡ୍ କଟକଣା ଭିତରେ ନିରାଡମ୍ବର ଉତ୍ସବରେ ମନ୍ଦିର ପ୍ରାଙ୍ଗଣରେ ହୋଇଥିଲା ବିବାହ…

ସମ୍ୱପୁରରେ ଶୀତଳଷଷ୍ଠୀ ଯାତ୍ରା: ଆଜି ହର-ପାର୍ବତୀ ବିବାହ

ସମ୍ୱଲପୁର: ଆଜି ଶୀତଳଷଷ୍ଠୀ । ସମ୍ୱଲପୁରରେ ଅନୁଷ୍ଠିତ ହେବ ଦେବ-ଦମ୍ପତିଙ୍କ ବିବାହ । ବିଧି ରକ୍ଷା ପାଇଁ କରୋନା କଟକଣା ଭିତରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ । ଆଜି ରାତିରେ ହର-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ପାର୍ବତୀଙ୍କ ସହ ବିବାଦ ପାଇଁ ବର ବେଶରେ ବାହାରିବେ ଦେବ ଦେବ ମହାଦେବ ।…