ବିନା ଜିମ୍ରେ ଫିଟ୍ ରହିବା ମନ୍ତ୍ର
ଭୁବନେଶ୍ବର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଜଣେ ମହିଳା ନିଜ ପାଇଁ ଟିକେ ସମୟ ବାହାର କରିବା ବହୁତ କଷ୍ଟକର ହୋଇପଡିଥାଏ । ଘର, ପରିବାର ଓ ଅଫିସ୍ କାମରେ ଏତେ ବ୍ୟସ୍ତ ହୋଇଯାଏ ଯେ ନିଜକୁ ଭୁଲି ଯାଇଥାଏ । ନିଜର ସ୍ୱାସ୍ଥ୍ୟ ପ୍ରତି ବି ଯତ୍ନ ନେଇନଥାଏ । ସେଥି ମଧ୍ୟରେ ନିଜକୁ ଫିଟ୍ ରଖିବାକୁ…