ବନ୍ଦ ହେଲା ହୀରାକୁଦ ଡ୍ୟାମର ୬ଟି ଗେଟ୍
ସମ୍ବଲପୁର: ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଶନିବାର ଦିନ ଜଳଭଣ୍ଡାରର ୬ଟି ଗେଟକୁ ବନ୍ଦ କରିଦେଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରୁ ସ୍ୱଳ୍ପ ଜଳ ପ୍ରବାହିତ ହେଉଥିବା ଯୋଗୁଁ ଡ୍ୟାମର ଜଳସ୍ତର ଧିରେଧିରେ କମୁଛି । ଫଳରେ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି…