Latest Odisha News
Browsing Tag

Smart Card

AIIMSରେ ନେଣଦେଣ ହେବ ସହଜ, ରୋଗୀଙ୍କ ପାଇଁ ଲାଗୁ ହେବ ଏହି ସୁବିଧା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ AIIMSରେ ଲାଗୁ ହେବ ସ୍ମାର୍ଟ କାର୍ଡ। ଯାହା ଦ୍ୱାରା ରୋଗୀ କିମ୍ବା ତାଙ୍କସମ୍ପର୍କୀୟଙ୍କୁ ନେଣଦେଣରେ ଆଉ କୌଣସି ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ। AIIMSର କିଛି ବିଭାଗରେ ପରୀକ୍ଷାମୂଳକ…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ଼ ଯୋଜନାରେ ସାମିଲ ହେଲା କେନ୍ଦୁଝର ଜିଲ୍ଲା

କେନ୍ଦୁଝର: କେନ୍ଦୁଝରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାଦ୍ୱାରା ଜିଲ୍ଲାରେ ମୋଟ୍ ୪ଲକ୍ଷ ୨୦ହଜାର ପରିବାର ପାଇବେ ସ୍ମାର୍ଟ କାର୍ଡ଼ର…