Latest Odisha News

BREAKING NEWS

Browsing Tag

smuggling

STF କବ୍‌ଜାରେ ଜନ୍ତୁ ଶିକାରୀ, ଗୋଟିଏ କଲରାପତରିଆ ବାଘ ଓ ୨ଟି ହରିଣ ଛାଲ ଜବତ

ବୌଦ୍ଧ : STF କବ୍‌ଜାରେ ବନ୍ୟପ୍ରାଣୀ ସ୍ମଗଲର୍ ଗିରିଶ କୁମାର ସାହୁ । ଗ୍ରାହକ ବେଶରେ ଜିଲ୍ଲାର ହରଭଙ୍ଗାରେ ଡିଲ୍‌ ବେଳେ ଶିକାରୀ ଗିରିଶ କୁମାର ସାହୁକୁ ମାଡି ବସିଥିଲେ ଏସ୍‌ଟିଏଫ୍‌ ଅଧିକାରୀ। ଅଭିଯୁକ୍ତ ଗିରିଶଠାରୁ ଗୋଟିଏ କଲରାପତରିଆ ବାଘ ଓ ୨ଟି ହରିଣ ଛାଲ ଜବତ କରିଛି ସ୍ପେଶାଲ୍ ଟାସ୍କ…

ମାଲକାନଗିରି ଉପରେ ଆନ୍ଧ୍ର ଓ ତେଲେଙ୍ଗନା ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି

ମାଲକାନଗିରି: ଓଡିଶା ସୀମାକୁ ନେଇ ପ୍ରାୟତଃ ସମୟ ଆନ୍ଧ୍ରପ୍ରଦେଶ କିମ୍ବା ତେଲେଙ୍ଗାନାର ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଥାଏ । ହେଲେ ଏଥର କ୍ୱାର୍ଜ ପଥର ପାଇଁ ମାଲକାନଗିରି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଆନ୍ଧ୍ର ଓ ତେଲେଙ୍ଗାନାର ଖଣିଆ ମାଫିଆ । ମୋଟୁ ତହସିଲ ଅନ୍ତର୍ଗତ କୁନାନପାଲି…

[ଭିଡିଓ] ଭାରତରୁ କିଏ କରୁଥିଲା ଇରାକକୁ କୋଭିଡ-୧୯ ଭ୍ୟାକ୍ସିନ୍ ଚୋରା ଚାଲାଣ ?

ଗୁରୁଗ୍ରାମ୍‌: ଏକ ବଡ ଧରଣର ଧରପଗଡରେ ଗୁରୁଗ୍ରାମ ପୋଲିସକୁ ମିଳିଛି ବଡ ସଫଳତା । ଭାରତରୁ ଇରାକକୁ କୋଭିଡ୍‌-୧୯ ଟିକା ଚୋରା ଚାଲାଣ କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ୍ ହୋଇଛି । ଧରପଗଡରେ ୯ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । କିଏ ଓ କେମିତି ଇରାକକୁ କରୁଥିଲା କୋଭିଡ୍‌-୧୯…

ଚୋରା ବନ୍ଧୁକ ଚାଲାଣ କାରବାର: ରାଜଧାନୀରେ ୩ଟି ପିସ୍ତଲ ସହ ଜଣେ ଗିରଫ

ଭୁବନେଶ୍ୱର : କମିଶନରେଟ୍ ପୋଲିସ ବୁଧବାର ଦିନ ଚୋରା ବନ୍ଧୁକ ଚାଲାଣ କାରବାରରେ ସମ୍ପୃକ୍ତି ନେଇ ଜଣଙ୍କୁ ଗିରଫ କରିବା ସହ ୩ଟି ଦେଶୀ ବନ୍ଧୁକ ଜବତ କରିଛି । ମିଳିଥିବା ସୂଚନାନୁଯାୟୀ ବେଆଇନ୍ ବନ୍ଧୁକ ନିର୍ମାଣ ହେଉଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ପୋଲିସ ଉକ୍ତ ସ୍ଥାନରେ ଚଢାଉ…