Latest Odisha News
Browsing Tag

SOCIAL DISTANCING

ବ୍ରିଟେନରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ ହେବନି !

ଲଣ୍ଡନ: କରୋନା ଆତଙ୍କ ଏବେ ବି ଥମିନି । କିନ୍ତୁ ପ୍ରକୋପ କମିଛି । ଏଭଳି ସ୍ଥିତିରେ ବଡ଼ ଘୋଷଣା କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଖୁବଶୀଘ୍ର ବ୍ରିଟେନରେ ଲୋକଙ୍କୁ ଆଇନ ଅନୁସାରେ ଘରେ କିମ୍ୱା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବାରୁ ମିଳିବ ମୁକ୍ତି । ଗୋଟିଏ ମିଟର…

ବାହାଘରରେ ନିୟମ ଉଲ୍ଲଙ୍ଘନ ପଡିଲା ମହଙ୍ଗା: ଦୁଇ ପକ୍ଷ ନାଁରେ ମାମଲା ରୁଜୁ

ଗଞ୍ଜାମ: ବିନା ମାସ୍କରେ ବାହାଘରରେ ନାଚିବା ଏବଂ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିବା ପଡିଲା ମହଙ୍ଗା । ବରପକ୍ଷ ଓ କନ୍ୟାପକ୍ଷ ନାଁରେ ଥାନାରେ ରୁଜୁ ହେଲା ଦୁଇଟି ମାମଲା । ବ୍ରହ୍ମପୁରର ଜଣେ ବଡ ବ୍ୟସାୟୀୟଙ୍କ ପୁଅ ବାହାଘରରେ କୋଭିଡ ନିୟମ ଉଲ୍ଲଂଘନ କରାଯାଇଥିବାର ଭିଡିଓ ଭାଇରାଲ ହେବା ପରେ…

[ଦେଖନ୍ତୁ] ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାଇ ରଖିବା ପାଇଁ ଅଟୋକୁ ୪ ଭାଗରେ ବିଭକ୍ତ କଲେ ଡ୍ରାଇଭର

ଭୁବନେଶ୍ୱର: ଇଂରାଜୀରେ ଏକ ଶବ୍ଦ ଅଛି "ନେସେସିଟି ଇଜ ଦ ମଦର ଅଫ ଅଲ ଇନଭେନସନ"। ଏହାର ଅର୍ଥ ଆବଶ୍ୟକତା ହିଁ ଆବିଷ୍କାରର ଜନନୀ । ସାରା ବିଶ୍ୱରେ ଏବେ କରୋନା ସଙ୍କଟ। ଏହି ମହାମାରୀରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ପ୍ରମୁଖ ଭୂମିକା ବହନ କରୁଛି । କେହି କାହାକୁ ଛୁଇଁବାକୁବାକୁ…

ସାମାଜିକ ଦୂରତା ରକ୍ଷା ବେଳେ ମନୁଷ୍ୟର ମନସ୍ଥିତି…

ପ୍ରଥମ ପର୍ଯ୍ୟାୟ ୨୧ ଦିନିଆ ତାଲାବନ୍ଦ ଘୋଷଣାର ଦି’ସପ୍ତାହ ଯିବା ପରଠୁ ଆମ ଦେଶରେ କିଛି ଲୋକଙ୍କ ଭିତରେ ଗୃହବନ୍ଦୀଜନିତ ବିରକ୍ତି ଦେଖାଦେଇଥିବା ବିଷୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା| ଏବେ ଏହା ଅବସାଦରେ ପରିଣତ ହୋଇଥିବା କୁହାଯାଉଛି| ସେମାନେ କୁଆଡ଼େ ଘୋର ମାନସିକ ଅଶାନ୍ତିରେ କାଳ…