Latest Odisha News
Browsing Tag

Social Media Post

ମହାକୁମ୍ଭରେ ବୋମା ବିସ୍ଫୋରଣ ଧମକ

ନୂଆଦିଲ୍ଲୀ: ମହାକୁମ୍ଭରେ ବୋମା ବିସ୍ଫୋରଣ ଧମକ। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ' ରେ ନସର ପଠାନ ନାମକ ଏକ ଆଇଡିରୁ  ବୋମା ବିସ୍ଫୋରଣର ଧମକ ଦିଆଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ସମସ୍ତେ ଅପରାଧୀ। ମହାକୁମ୍ବରେ ଆମେ ବୋମା ବିସ୍ଫୋରଣ କରିବୁ ଏବଂ ୧ ହଜାର ହିନ୍ଦୁଙ୍କୁ ହତ୍ୟା କରିବୁ।…

ରତନ ଟାଟାଙ୍କ ସେହି ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ…

ମୁମ୍ବାଇ: ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ତଥା ଅନ୍ତିମ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବାରେ…

ଭିନ୍ନକ୍ଷମ ହେଲେ ଜୀବନ ସଂଘର୍ଷରେ ସକ୍ଷମ

ବେଳେବେଳେ ସାମାନ୍ୟ ପ୍ରତିବନ୍ଧକ ଆସିଲେ ମଣିଷ ଭାଙ୍ଗିଯାଏ। ହେଲେ ନା ସେ ଭାଙ୍ଗିଛନ୍ତି ନା ସେ ହାରିଛନ୍ତି। ସେ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ସବୁଥିରେ ସକ୍ଷମ ପାଲଟିଛନ୍ତି। ଜୀବନ ଯୁଦ୍ଧରେ ଅଭାବ ଅନଟନ ସହ ସଂଘର୍ଷ କରି ବଞ୍ଚୁଛନ୍ତି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ଚାଲି ପାରିବନି ପୋଲିସର ଦମନଲୀଳା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ପୋଲିସ କରିପାରିବନି ହଇରାଣ । ବ୍ୟକ୍ତିର ସ୍ୱାଧୀନତା ଉପରେ ଚାଲି ପାରିବନି ପୋଲିସର ଦମନଲୀଳା । ଅଦାଲତ ଫେସବୁକ ୟୁଜରଙ୍କ ମତକୁ ଆଧାର କରି ପୁଲିସ ଯାହା କରୁଛି ତାହା ନିନ୍ଦନୀୟ। ନିଜ ସୀମା ଭିତରେ ରହି କାମ କରିବା ଦରକାର ବୋଲି ସୁପ୍ରିମକୋର୍ଟ ଦେଶର ପୁଲିସ…

ଅତୀତକୁ ଭୁଲି ନୂଆ ଆରମ୍ଭ ନେଇ ଟ୍ୱିଟରରେ ବୁଦ୍ଧଙ୍କ ବାଣୀ ଲେଖିଲେ ଅନୁଭବ

ଭୁବନେଶ୍ୱର : ‘‘ବିଗତ ଦିନ ଯେତେ କଷ୍ଟକର ହେଉ, ଆପଣ ସବୁବେଳେ ଏକ ନୂଆ ଆରମ୍ଭ କରିପାରିବେ’’ ବୁଦ୍ଧଙ୍କ ଏହି ବାଣୀକୁ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଯାହାକୁ ନେଇ ତାଙ୍କ ଫଲୋୟର ଅନେକ ମତ ଦେଇଛନ୍ତି । “No matter how hard the past is, you…