Latest Odisha News

BREAKING NEWS

Browsing Tag

Social Media Post

ଭିନ୍ନକ୍ଷମ ହେଲେ ଜୀବନ ସଂଘର୍ଷରେ ସକ୍ଷମ

ବେଳେବେଳେ ସାମାନ୍ୟ ପ୍ରତିବନ୍ଧକ ଆସିଲେ ମଣିଷ ଭାଙ୍ଗିଯାଏ। ହେଲେ ନା ସେ ଭାଙ୍ଗିଛନ୍ତି ନା ସେ ହାରିଛନ୍ତି। ସେ ଜଣେ ଭିନ୍ନକ୍ଷମ ହୋଇ ମଧ୍ୟ ସବୁଥିରେ ସକ୍ଷମ ପାଲଟିଛନ୍ତି। ଜୀବନ ଯୁଦ୍ଧରେ ଅଭାବ ଅନଟନ ସହ ସଂଘର୍ଷ କରି ବଞ୍ଚୁଛନ୍ତି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ଚାଲି ପାରିବନି ପୋଲିସର ଦମନଲୀଳା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ପୋଲିସ କରିପାରିବନି ହଇରାଣ । ବ୍ୟକ୍ତିର ସ୍ୱାଧୀନତା ଉପରେ ଚାଲି ପାରିବନି ପୋଲିସର ଦମନଲୀଳା । ଅଦାଲତ ଫେସବୁକ ୟୁଜରଙ୍କ ମତକୁ ଆଧାର କରି ପୁଲିସ ଯାହା କରୁଛି ତାହା ନିନ୍ଦନୀୟ। ନିଜ ସୀମା ଭିତରେ ରହି କାମ କରିବା ଦରକାର ବୋଲି ସୁପ୍ରିମକୋର୍ଟ ଦେଶର ପୁଲିସ…

ଅତୀତକୁ ଭୁଲି ନୂଆ ଆରମ୍ଭ ନେଇ ଟ୍ୱିଟରରେ ବୁଦ୍ଧଙ୍କ ବାଣୀ ଲେଖିଲେ ଅନୁଭବ

ଭୁବନେଶ୍ୱର : ‘‘ବିଗତ ଦିନ ଯେତେ କଷ୍ଟକର ହେଉ, ଆପଣ ସବୁବେଳେ ଏକ ନୂଆ ଆରମ୍ଭ କରିପାରିବେ’’ ବୁଦ୍ଧଙ୍କ ଏହି ବାଣୀକୁ ନିଜ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଯାହାକୁ ନେଇ ତାଙ୍କ ଫଲୋୟର ଅନେକ ମତ ଦେଇଛନ୍ତି । “No matter how hard the past is, you…