ସପ୍ତାହରେ ୨୦ ଘଣ୍ଟା କାମ କରି ୮ ଲକ୍ଷ ରୋଜଗାର କଲେ ଯୁବତୀ
ନୁ୍ୟର୍କ: ଅର୍ଥ ଉପାର୍ଜନ ପାଇଁ ମଣିଷ କେତେ ପରିଶ୍ରମ ନ କରୁଛି ! ଚାକିରି କଲେ ଗଧ ଖଟଣି । ବ୍ୟବସାୟ କଲେ ରାତି ଦିନ କାମ । ଯେତେ ବଡ ଚାକିରି, ଯେତେ ଅଧିକ ଦରମା ସେତେ ଅଧିକ କାମ ଆଉ ଚାପ । ନିଜର ଶାରୀରିକ ସୁସ୍ଥତା, ପାରିବାରିକ ଆବଶ୍ୟକତାକୁ ମଣିଷ ଅଣଦେଖା କରିବାକୁ ବାଧ୍ୟ ହୋଇଥାଏ ।…