ବଢୁଛି ଅଭିନେତା ସୋନୁ ସୁଦଙ୍କ ଅଡୁଆ; ଗୁମର ଖୋଲୁଛି ଆୟକର ବିଭାଗର
ନୂଆଦିଲ୍ଲୀ: ବଢିବାରେ ଲାଗିଛି ଅଭିନେତା ସୋନୁ ସୁଦଙ୍କ ଅଡୁଆ। ସୋନୁଙ୍କ ବାସଭବନରେ ଆୟକର ବିଭାଗର ୨ ଦିନିଆ ଚଢଉ ପର ଶନିବାର ଆୟକର ବିଭାଗ କହିଛି ଯେ ସୋନୁ ସୁଦଙ୍କ ବିରୋଧରେ ୨୦ କୋଟି ଟଙ୍କାରୁ ଅଧିକ ଟିକସ ଛାଡ ମାମଲା ସାମ୍ନାକୁ ଆସିଛି।
ଆୟକର ବିଭାଗ କହିଛି ଯେ (ଏଫସିଆରଏ) ର ଉଲ୍ଲଂଘନ…