Latest Odisha News

BREAKING NEWS

Browsing Tag

Sopore Encounter

ସିଆରପିଏଫ୍ ଉପରେ ହମଲା କରିଥିଲା ପାକିସ୍ତାନ ଆତଙ୍କୀ ଉସମାନ ଭାଇ

ଜମ୍ମୁ କଶ୍ମୀର: ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ ପଛରେ ପାକିସ୍ତାନ ଆତଙ୍କବାଦୀ ସଂଗଠନର ହାତ ରହିଛି । ଲସ୍କର-ଏ-ତୋଇବାର ଆତଙ୍କବାଦୀ ଉସମାନ ଭାଇ ଏହାର ଲିଡର୍ । ସାଥ ଦେଇଥିଲା ସ୍ଥାନୀୟ ଆତଙ୍କୀ ଆଦିଲ୍ । ଦୁହେଁ ମିଶି ଏକ ମସଜିଦ ଭିତରୁ ସିଆରପିଏଫ୍ ଟିମ୍ ଉପରେ ହମଲା କରିଥିଲେ ।…

କୋବ୍ରା କମାଣ୍ଡୋ ଯିଏ ଏନକାଉଣ୍ଟର ବେଳେ ବଞ୍ଚାଇଥିଲେ କୁନି ଶିଶୁର ଜୀବନ

ଜମ୍ମୁ କଶ୍ମୀର ସପୋରରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ଫସି ଯାଇଥିଲା ତିନି ବର୍ଷର ଶିଶୁ । ତାକୁ ଉଦ୍ଧାର କରିଥିଲେ ସିଆରପିଏଫର ଜଣେ ଯବାନ । କିନ୍ତୁ ଆତଙ୍କୀଙ୍କ ଗୁଳିରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଶିଶୁର ଜେଜେବାପା । ଏହି ଖବର ଆଜି ହେଡଲାଇନ୍ସରେ ରହିଥିଲା ।…