Latest Odisha News
Browsing Tag

Soumya death mystry

ବିଦ୍ୟାଭାରତୀଙ୍କ ଚିଠିରେ ସୌମ୍ୟଙ୍କ ପାଇଁ କେବଳ ଘୃଣା ହିଁ ଘୃଣା

ଭୁବନେଶ୍ବର : ମୃତ ଏସିଏଫ ସୌମ୍ୟରଂଜନ ମାମଲାରେ ଆଉ ଏକ ଟ୍ବିଷ୍ଟ । ମିଳିଲା ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ଚିଠି । ଯେଉଁଥିରେ ବିଦ୍ୟା ନିଜର ଭାବନାକୁ ଦୁଃଖରେ ପ୍ରକାଶ କରିଛନ୍ତି । ଲେଖିଛନ୍ତି, କିଛି ବି କରିକି ଡିଭୋର୍ସ କରାଇଦିଅ । ପ୍ରଭୁ ତୁମ ପାଖରେ ଋଣୀ ରହିବି । ଯାଇକି ପୁରୀ…

ବାହାରେ ନୁହେଁ ଘର ଭିତରେ ପୋଡି ହୋଇଯାଇଥିଲେ ସୌମ୍ୟରଞ୍ଜନ

ଭୁବନେଶ୍ବର : ଏସିଏଫ ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣାରେ ଜାରି ରହିଛି ତନାଘନା । ଘଟଣାର ୧୦ ଦିନ ପରେ ବି ପୋଲିସ ହାତରେ ଲାଗିନି କିଛି ଖାସ ସୁରାକ୍ । ତେବେ ଆଜି ସୌମ୍ୟରଞ୍ଜନ ରହୁଥିବା ସରକାରୀ ବାସଭବନରେ ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ । ଯାଞ୍ଚ ପରେ ସୌମ୍ୟ ଘର ଭିତରେ ହିଁ ପୋଡି…

ନ୍ୟାୟ ଦାବିରେ ପୋଲିସ ଡିଜିଙ୍କୁ ଭେଟିଲେ ସୌମ୍ୟରଞ୍ଜନଙ୍କ ବାପା

କଟକ : ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ୬ଦିନ ବିତିଲାଣି । ହେଲେ ଏପର୍ଯ୍ୟନ୍ତ ତଦନ୍ତର ଖିଅ ପାଉନି ପାରଳାଖେମୁଣ୍ଡି ପୋଲିସ । ବିଭିନ୍ନ ଦିଗକୁ ନେଇ ଚଳାଇଛି ତଦନ୍ତ । ଘଟଣାରେ ଆଜି ମୃତ ସୌମ୍ୟରଞ୍ଜନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଛି ପୋଲିସ । ପାରଳାଖେମୁଣ୍ଡିରୁ ଆସିଥିବା…