Latest Odisha News

BREAKING NEWS

Browsing Tag

Spice Jet

ସ୍ପାଇସ ଜେଟକୁ ଡିଜିସିଏ ନୋଟିସ୍; ଇଣ୍ଡିଗୋ କ୍ୟାବିନରେ ନିଆଁ

ଇନ୍ଦୋର: ବୁଧବାର ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ସ୍ପାଇସ ଜେଟକୁ କଡ଼ା ଭର୍ତ୍ସନା କରିବା ସହ ନୋଟିସ ଜାରି କରିବା ପରେ ଇଣ୍ଡିଗୋର ଏମ ବିମାନକୁ ତଦନ୍ତ କରୁଛି । ରାୟପୁର-ଇନ୍ଦୋର ଏକ ବିମାନ ଗନ୍ତବ୍ୟ ସ୍ଥଳ ଇନ୍ଦୋରରେ ପହଞ୍ଚିବା ପରେ ଏକ କ୍ୟାବିନରୁ ଧୂଆଁ…

ଦୁର୍ଦ୍ଦିନରେ ସ୍ପାଇସ ଜେଟ୍: ଅଠର ଦିନରେ ୮ଟି ବିମାନରେ ତ୍ରୁଟି, ଡିଜିସିଏର କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ସ୍ପାଇସଜେଟ ବିମାନ କମ୍ପାନୀର ଘୋର ଅସୁବିଧା ଦେଇ ଗତି କରୁଛି । ଗତ ୧୮ ଦିନ ଭିତରେ ଦେଶର ଏହି ପ୍ରମୁଖ ବିମାନ ଚଳାଚଳ କମ୍ପାନୀ ୮ଟି ସୁରକ୍ଷା ସମ୍ବନ୍ଧିତ ବିଫଳତା ସମ୍ମୁଖୀନ ହୋଇଛି । ମଝି ଆକାଶରେ ଉପାୟଶୂନ୍ୟ ହୋଇ ଯାତ୍ରା ବିଫଳ କରିବାକୁ ବାଧ୍ୟ ହୋଇଛି । ଏହି ସମୟ ଭିତରେ…

ଆସନ୍ତା ୧୨ରୁ ଝାରସୁଗୁଡ଼ାରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍‌ ଜେଟ୍ ବିମାନ

ଭୁବନେଶ୍ୱର: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ବିମାନ ସେବା । ଆସନ୍ତା ୧୨ ତାରିଖଠାରୁ ମୁମ୍ବାଇ-ଝାରସୁଗୁଡ଼ା-ବେଙ୍ଗାଲୁରୁକୁ ଉଡ଼ିବ ସ୍ପାଇସ୍ ଜେଟ୍ ବିମାନ । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା…

ଦର୍‌ଭଙ୍ଗାରୁ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁକୁ ଆଜିଠାରୁ ଆରମ୍ଭ ହେଲା ବିମାନ ସେବା

ନୂଆଦିଲ୍ଲୀ: ଆଜିଠାରୁ ବିହାରର ଦର୍‌ଭଙ୍ଗା ଠାରୁ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସେଜେଟ୍ ଏଠାରୁ ତିନୋଟି ନୂତନ ବିମାନ ଉଡ଼ାଣ ଆରମ୍ଭ କରିଛି। ବିମାନ ଯାତ୍ରା ଆରମ୍ଭ ହେବା ଦ୍ୱାରା ଏଠାରେ ଥିବା ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ବୃଦ୍ଧି…

ସ୍ପାଇସଜେଟକୁ ମିଳିଲା ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଅନୁମତି

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଭାରତରୁ ଅଧିକାଂଶ ଅନ୍ତର୍ଜାତୀୟ ବିମାନ ବନ୍ଦ ରହିଛି। ଏଭଳି କଷ୍ଟସାଧ୍ୟ ସମୟରେ ଭାରତ ସରକାର ଘରୋଇ ବିମାନ ସ୍ପାଇସଜେଟକୁ ଭାରତ ଏବଂ ଆମେରିକା ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ବର୍ତ୍ତମାନ ଯାତ୍ରୀମାନେ ଆମେରିକା ଯିବା ପାଇଁ…